The Topmost

“The eyes believe themselves, the ears believe other people.”

Positive-thinking-

Bring positive thought to your mind.

ଦୂରାନ୍ତୁ ନକାରାତ୍ମକ ଚିନ୍ତାଧାରା
ଆଜିକାଲି ସମସ୍ତେ ପୂର୍ବ ଅପେକ୍ଷା ଅଧିକ ଚାପ ଦେଇ ଗତି କରୁଛନ୍ତି । ପ୍ରତିଦିନ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି, କିନ୍ତୁ ନକାରାତ୍ମକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେଉଛି । ମନର ଅବସାଦ ଏତେମାତ୍ରାରେ ପରିବର୍ତ୍ତନ ହେଉଛି ଯେ ଏକ ସକାରାତ୍ମକ ମନୋଭାବ ପାଇବା ସହଜ ନୁହେଁ । କାନାଡାର କୁଇନ୍ସ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିଦିନ ୬ ହଜାର ଚିନ୍ତାଧାରା ମନକୁ ଆସୁଛି । ଅନ୍ୟପକ୍ଷରେ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନର ଏକ ବିଶ୍ଳେଷଣରେ କୁହାଯାଇଛି ଯେ ଏଥିମଧ୍ୟରୁ ୮୦% ନକାରାତ୍ମକ । ଏହାକୁ ନେଇ ବିଶେଷଜ୍ଞମାନେ କୁହନ୍ତି ଯେ ଚିନ୍ତାଧାରା ହିଁ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିଥାଏ ।

ଏହାର ସମାଧାନ ହେଉଛି ମନକୁ ସଂଗଠିତ କରିବା ଏବଂ ନକରାତ୍ମକକୁ ସକରାତ୍ମକ ଚିନ୍ତାଧାରାରେ ପୂର୍ଣ୍ଣ କରିବାର କେତୋଟି ଟି«…
-ପରିବର୍ତ୍ତନକୁ ଅନୁଭବ କରିବା ପାଇଁ କାର୍ଯ୍ୟ କର;ୁ: ଅଧିକ ନୁହେଁ, କେବଳ ଦିନକୁ ୪ ମିନିଟ୍‌ ନିଜକୁ ସମୟ ଦିଅନ୍ତୁ, ଧ୍ୟାନ ସ୍ଥିତିରେ ବସ;ୁ । ତଥାପି ପରିବର୍ତ୍ତନକୁ ଅନୁଭବ କରିବା ପାଇଁ ଆପଣଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ଉଦାହରଣ: ଜଣେ ପିଲା ନିଜେ ହିଁ ସ୍କୁଲ ହୋମୱାର୍କ କରିପାରିବ, କି;ୁ ଯେତେବେଳେ ପିତାମାତା ଏକାଠି ବସନ୍ତି, ପିଲାଟି ବହୁତ ଭଲ କରିଥାଏ ।

  • ବୁଝିବିଚାର ମତାମତ ଚିନ୍ତାକୁ ହ ୍ରାସ କରାଏ: ଯେତେବେଳେ ଆପଣଙ୍କୁ କୌଣସି ପ୍ରସଙ୍ଗରେ ଚ୍ୟାଲେଞ୍ଜ୍‌ ଦିଆଯାଏ କିମ୍ବା କିଛି ଉପରେ ମତାମତ ଆବଶ୍ୟକ କରାଯାଏ, ସେତେବେଳେ ନିଜକୁ ବିରାମ ଦିଅ ଏବଂ ସ୍ୱୟଂ ବିଚାରନ୍ତୁ କି ଆପଣ କେଉଁ ପ୍ରକାର ପ୍ରତିକ୍ରିୟା ଦେବାକୁ ଚାହୁଁଛନ୍ତି । ବୁଝିସୁଝି ପ୍ରତିକ୍ରିୟା ଦେବା ଦ୍ୱାରା ମନରେ ଥିବା ଚିନ୍ତାଧାରାର ହ ୍ରାସ ଘଟିବ ।
    -ସକରାତ୍ମକ ବିଚାରକୁ ମନରେ ସ୍ଥାନ ଦିଅନ୍ତୁ: ଏହା ନିତିଦିନିଆ କାର୍ଯ୍ୟଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଠାରୁ ଭିନ୍ନ । ଆପଣଙ୍କ ମନରେ ଥିବା ଚିନ୍ତାଧାରାକୁ ଶବ୍ଦରେ ରଖିବା ପାଇଁ କିଛି ସପ୍ତାହ ପାଇଁ ଦିନକୁ ୫ ମିନିଟ୍‌ ଦିଅ;ୁ । ଯାହା କରୁଛନ୍ତି, ତା ବିଷୟରେ ଭାବନ୍ତୁ । ନଚେତ୍‌ ବିକଳ୍ପ ପନ୍ଥା ଚୟନ କରନ୍ତୁ । ଏହା ସକରାତ୍ମକ ଚିନ୍ତାଧାରାରେ ପରିଣତ ହୁଏ । ଏହା ମନରେ ସ୍ଥାନ ସୃଷ୍ଟି କରେ ।
  • ପୁରୁଣା ଜିନିଷଗୁଡିକ ତ୍ୟାଗ କର;ୁ: ଖୋଲାଖୋଲି ଭାବେ ନିଜର ମନର ବାକ୍ୟକୁ ଲିଖିତ ଆକାରରେ ପ୍ରକାଶ କରନ୍ତୁ । ଏହା ଆପଣଙ୍କ ମନ ସଫା କରିବାରେ ସାହାଯ୍ୟ କରିବ । ଏଥିପାଇଁ ଆପଣଙ୍କୁ ପୁରୁଣା ଜିନିଷ ତଥା ଅନାବଶ୍ୟକ ପ୍ରସଙ୍ଗକୁ ଛାଡ଼ିବାକୁ ହେବ । ତେଣୁ ଆପଣ ମଧ୍ୟ ମନର ଚିନ୍ତାଧାରାକୁ ସଂଗଠିତ କରି ପ୍ରଭାବଶାଳୀ ହୁଅନ୍ତି ।
Positive-thinking- @thetopmost-01

https://thetopmost.in/?p=1731

https://thetopmost.in/?p=1677

https://thetopmost.in/?p=1668

https://thetopmost.in/?p=1714