The Topmost

“The eyes believe themselves, the ears believe other people.”

Foot finger ring is in trend

Foot finger ring is in trend .

ମଲଟି ଟାସ୍କିଂ ଝୁଣ୍ଟିଆ
ବିବାହିତ ନାରୀଙ୍କ ଅନେକ ଶୃଙ୍ଗାର ଭିତରେ ଝୁଣ୍ଟିଆର ଗୁରୁତ୍ୱ ଅଧିକ । ପରମ୍ପରା ଅନୁଯାୟୀ ବିବାହିତ ମହିଳାମାନେ କେବଳ ପାଦରେ ଝୁଣ୍ଟିଆ ପିନ୍ଧିପାରିବେ । ହେଲେ ଆଜିକାଲି ବଦଳିଛି ପରମ୍ପରାର ଧାରା । କିଶୋରୀ, ଯୁବତୀ କିମ୍ବା ଅବିବାହିତ ମହିଳାମାନେ ମଧ୍ୟ ପାଦରେ ଝୁଣ୍ଟିଆ ପିନ୍ଧୁଥିବା ଦେଖିବାକୁ ମିଳିଛି । କେବଳ ସାଧାରଣ ଯୁବତୀ ନୁହେଁ ବରଂ ସେଲିବ୍ରେଟି ହିରୋଇନମାନେ ଫ୍ୟାଶନେବୁଲ ଲୁକ୍‌ ପାଇଁ ଏହାକୁ ପିନ୍ଧିଥିବା ବହୁବାର ସ୍ପଟ୍‌ କରାଯାଇଛି । ଏହାର ଚଳନ ଧୀରେଧୀରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଫ୍ୟାଶନ ଡିଜାଇନରମାନେ ଝୁଣ୍ଟିଆର ନୂଆ ନୂଆ ଷ୍ଟାଇଲ ମାର୍କେଟକୁ ଆଣିଛନ୍ତି । ତେବେ ଝୁଣ୍ଟିଆ ପିନ୍ଧିବା ପଛରେ କେବଳ ପରମ୍ପରା ଉଦ୍ଦେଶ୍ୟ ନୁହେଁ, ବରଂ ବିଜ୍ଞାନ ମଧ୍ୟ ରହିଛି । ପାଦର ଆଙ୍ଗୁଠିରେ ଏପରି ଶିରା ଅଛି, ଯାହା ଗର୍ଭାଶୟ ସହିତ ସଂଯୁକ୍ତ ।

Foot finger ring is in trend
Foot finger ring is in trend @thetopmost-01

ତେଣୁ ପାଦରେ ମୁଦି ପିନ୍ଧିବା ଦ୍ୱାରା ଏହି ଶିରା ଦବି ହୋଇଯାଏ ଏବଂ ମାସିକ ଋତୁସ୍ରାବ ସହ ଜଡ଼ିତ ଅନିୟମିତତା ଦୂର ହୋଇଥାଏ । ଏହି କାରଣରୁ ହିଁ ଏହି ଅଳଙ୍କାରର ମହ‰ ଅଧିକ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ମହିଳାମାନେ ଆଜିକାଲି ମଲଫିଟାସ୍କିଂ ହୋଇଯାଇଛନ୍ତି । ଘରର ଦାୟିତ୍ୱ ନେବା ସହ ଅଫିସ ମଧ୍ୟ ଯିବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ସେମାନଙ୍କ ଜୀବନକୁ ସହଜ କରିବାର ଇଚ୍ଛା ହିଁ ଝୁଣ୍ଟିଆର ପରିବର୍ତ୍ତିତ ଡିଜାଇନ୍‌ ପାଇଁ ପ୍ରଥମ ବଡ଼ କାରଣ । ଏହାସହ ଯେପରି ଭାବେ ଜିନିଷଗୁଡ଼ିକର ମୂଲ୍ୟ କ୍ରମାଗତ ଭାବରେ ବଢୁଛି, ଲୋକମାନେ ଏପରି ଜିନିଷ ନେବାକୁ ଚେଷ୍ଟା କରନ୍ତି, ଯାହାକି ଅଧିକରୁ ଅଧିକ ବ୍ୟବହୃତ ହୋଇପାରିବ । ଏଥିପାଇଁ ଝୁଣ୍ଟିଆର ଡିଜାଇନକୁ ସରଳୀକୃତ କରାଯାଇଛି, ଯାହାଫଳରେ ଏହାକୁ ଆବଶ୍ୟକତା ଅନୁଯାୟୀ ହାତରେ ମଧ୍ୟ ପିନ୍ଧାଯାଇପାରିବ । ମଲଟି ଟାସ୍କିଂ ଝୁଣ୍ଟିଆମଲଫି ଟାସ୍କିଂ ଝୁଣ୍ଟିଆ ବିବାହିତ ନାରୀଙ୍କ ଅନେକ ଶୃଙ୍ଗାର ଭିତରେ ଝୁଣ୍ଟିଆର ଗୁରୁତ୍ୱ ଅଧିକ । ପରମ୍ପରା ଅନୁଯାୟୀ ବିବାହିତ ମହିଳାମାନେ କେବଳ ପାଦରେ ଝୁଣ୍ଟିଆ ପିନ୍ଧିପାରିବେ । ହେଲେ ଆଜିକାଲି ବଦଳିଛି ପରମ୍ପରାର ଧାରା । କିଶୋରୀ, ଯୁବତୀ କିମ୍ବା ଅବିବାହିତ ମହିଳାମାନେ ମଧ୍ୟ ପାଦରେ ଝୁଣ୍ଟିଆ ପିନ୍ଧୁଥିବା ଦେଖିବାକୁ ମିଳିଛି । କେବଳ ସାଧାରଣ ଯୁବତୀ ନୁହେଁ ବରଂ ସେଲିବ୍ରେଟି ହିରୋଇନମାନେ ଫ୍ୟାଶନେବୁଲ ଲୁକ୍‌ ପାଇଁ ଏହାକୁ ପିନ୍ଧିଥିବା ବହୁବାର ସ୍ପଟ୍‌ କରାଯାଇଛି । ଏହାର ଚଳନ ଧୀରେଧୀରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଫ୍ୟାଶନ ଡିଜାଇନରମାନେ ଝୁଣ୍ଟିଆର ନୂଆ ନୂଆ ଷ୍ଟାଇଲ ମାର୍କେଟକୁ ଆଣିଛନ୍ତି ।

ତେବେ ଝୁଣ୍ଟିଆ ପିନ୍ଧିବା ପଛରେ କେବଳ ପରମ୍ପରା ଉଦ୍ଦେଶ୍ୟ ନୁହେଁ, ବରଂ ବିଜ୍ଞାନ ମଧ୍ୟ ରହିଛି । ପାଦର ଆଙ୍ଗୁଠିରେ ଏପରି ଶିରା ଅଛି, ଯାହା ଗର୍ଭାଶୟ ସହିତ ସଂଯୁକ୍ତ । ତେଣୁ ପାଦରେ ମୁଦି ପିନ୍ଧିବା ଦ୍ୱାରା ଏହି ଶିରା ଦବି ହୋଇଯାଏ ଏବଂ ମାସିକ ଋତୁସ୍ରାବ ସହ ଜଡ଼ିତ ଅନିୟମିତତା ଦୂର ହୋଇଥାଏ । ଏହି କାରଣରୁ ହିଁ ଏହି ଅଳଙ୍କାରର ମହ‰ ଅଧିକ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ମହିଳାମାନେ ଆଜିକାଲି ମଲଫିଟାସ୍କିଂ ହୋଇଯାଇଛନ୍ତି । ଘରର ଦାୟିତ୍ୱ ନେବା ସହ ଅଫିସ ମଧ୍ୟ ଯିବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ସେମାନଙ୍କ ଜୀବନକୁ ସହଜ କରିବାର ଇଚ୍ଛା ହିଁ ଝୁଣ୍ଟିଆର ପରିବର୍ତ୍ତିତ ଡିଜାଇନ୍‌ ପାଇଁ ପ୍ରଥମ ବଡ଼ କାରଣ । ଏହାସହ ଯେପରି ଭାବେ ଜିନିଷଗୁଡ଼ିକର ମୂଲ୍ୟ କ୍ରମାଗତ ଭାବରେ ବଢୁଛି, ଲୋକମାନେ ଏପରି ଜିନିଷ ନେବାକୁ ଚେଷ୍ଟା କରନ୍ତି, ଯାହାକି ଅଧିକରୁ ଅଧିକ ବ୍ୟବହୃତ ହୋଇପାରିବ । ଏଥିପାଇଁ ଝୁଣ୍ଟିଆର ଡିଜାଇନକୁ ସରଳୀକୃତ କରାଯାଇଛି, ଯାହାଫଳରେ ଏହାକୁ ଆବଶ୍ୟକତା ଅନୁଯାୟୀ ହାତରେ ମଧ୍ୟ ପିନ୍ଧାଯାଇପାରିବ ।

ଆଜିର ସମୟରେ ପୋଷାକ କିମ୍ବା ଚପଲର ସିମ୍ପଲ୍‌ ଷ୍ଟାଇଲକୁ ଯୁବତୀମାନେ ଅଧିକ ପସନ୍ଦ କରୁଛନ୍ତି, ଯାହାକୁ ଯେକୌଣସି ଉଦ୍ଦେଶ୍ୟରେ ପିନ୍ଧାଯାଇପାରିବ । ସେହିପରି ଅବସ୍ଥା ଗୋଡ଼ ମୁଦି ସହ ହୋଇଛି । ଏହାକୁ ବେଳେବେଳେ ହାତ ଆଙ୍ଗୁଠି ରିଙ୍ଗ୍‌ ଭାବରେ ବ୍ୟବହୃତ ହେଉଛି ତ କେତେବେଳେ ବୁଢାଆଙ୍ଗୁଠିରେ ପିନ୍ଧି ହେଉଛି । ଏପରିକି କିଛି ରିଙ୍ଗ୍ସକୁ ଇୟରରିଙ୍ଗ୍ସ ତଥା କାନଫୁଲ ପରି ବ୍ୟବହାର କରାଯାଉଛି । ତେଣୁ ଏହି ମଲଫିଟାସ୍କ ରିଙ୍ଗ୍ସର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଅତୀତରେ ଷ୍ଟୋନ୍‌ ଷ୍ଟାଇଲ ମୁଦିକୁ ଅଧିକ ପସନ୍ଦ କରାଯାଉଥିବା ବେଳେ ବର୍ତ୍ତମାନ ଫୁଲ, ପତ୍ର, ପଶୁ, ପକ୍ଷୀ ଏବଂ ବିନ୍ଦୁ ପରି ଡିଜାଇନ ଆସିଛି । ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ମଧ୍ୟରେ ଝୁଣ୍ଟିଆ ବେଶ୍‌ ପପୁଲାର ହେବାରେ ଲାଗିଛି । କାରଣ ଫ୍ୟାଶନ ମାର୍କେଟରେ ଏପରି ଝୁଣ୍ଟିଆ ଆସୁଛି, ଯାହା ଉଭୟ ଆଧୁନିକ ଏବଂ ପାରମ୍ପରିକ ପୋଷାକକୁ ସୁଟ୍‌ କରୁଛି । ଏଥିସହ ରିଙ୍ଗ୍ସ ଏବେ କେବଳ ବିବାହିତ ନାରୀଙ୍କ ସନ୍ତକ ହୋଇରହିନାହିଁ, କିଶୋରୀ ଓ ଯୁବତୀମାନଙ୍କ ଏହା ଗୋଟିଏ ଫ୍ୟାଶନ ଆସେସୋରିଜ୍‌ ପାଲଟିଛି ।

https://thetopmost.in/?p=1434

https://thetopmost.in/?p=1557

https://thetopmost.in/?p=1526

https://thetopmost.in/?p=1576