The Topmost

“The eyes believe themselves, the ears believe other people.”

volcanic body,

ମିଳିବ ଚନ୍ଦ୍ରପୃଷ୍ଟ ତଳର ତଥ୍ୟ

ପୃଥିବୀର ସମସ୍ତ ଦେଶ ଚନ୍ଦ୍ରପୃଷ୍ଟରେ କଣ ରହିଛି ସେ ନେଇ ଗବେଷଣା କରିଥାଆନ୍ତି । ହେଲେ ୟୁରୋପିଆନ ସ୍ପେସ୍‌ ଏଜେନ୍ସି ଚନ୍ଦ୍ରପୃଷ୍ଟର ଭିତରକୁ ଅର୍ଥାତ ମାଟିତଳେ କଣ ରହିଛି ସେନେଇ ଗବେଷଣା ଆରମ୍ଭ କରିଛି । ୟୁରୋପିଆନ ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରପୃଷ୍ଟ ତଳେ ଅନେକ ଟନେଲ୍‌ ରହିଛି । ଏହିସହିତ ଏହି ଟନେଲ୍‌ ଗୁଡିକ ପରସ୍ପର ମଧ୍ୟରେ ସଂଲିଷ୍ଟ ବୋଲି ମଧ୍ୟ ଆକଳନ କରାଯାଇଛି । ଏହି ଟନେଲ୍‌ ଗୁଡିକ ଚନ୍ଦ୍ର ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରିବା ସହିତ ଆଗକୁ ମଣିଷ ସମାଜ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ମଧ୍ୟ ଯୋଗାଇବ । ଏନେଇ ଏଜେନ୍ସି ପକ୍ଷରୁ ଦୁଇଟି ମିସନ ପ୍ରସ୍ତୁତ କରାଯାଇଛି । ୨୦୩୩ ସୁଦ୍ଧା ଏହି ମିସନର ପ୍ରାରମ୍ଭ ହେବା ନେଇ ସୂଚନା ରହିଛି । ଏଜେନ୍ସି ପକ୍ଷରୁ ଏକ ରଫ୍‌ ଡିଜାଇନ ମଧ୍ୟ ଜାରି କରାଯାଇଛି । ଆଗକୁ ଏ ନେଇ ଅଧିକ ତଥ୍ୟ ଆସିବ ବୋଲି ଏଜେନ୍ସି ପକ୍ଷରୁ ମତ ଦିଆଯାଇଛି ।

moon's liquid thing
moon’s liquid thing @thetopmost-01

http://thetopmost.in/?p=739

http://thetopmost.in/?p=735

http://thetopmost.in/?p=731

http://thetopmost.in/?p=716

http://thetopmost.in/?p=694

moon's liquid thing
moon’s liquid thing @thetopmost-01