() ଋଷ ଯୋଗୁଁ ବିଶ୍ୱରେ ଦେଖାଦେବ ଅନାହାର ! ଏହିଭଳି କିଛି ନୂଆ ମନ୍ତବ୍ୟ ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ତାଙ୍କ କହିବା କଥା ୟୁକ୍ରେନର ବ୍ଲାକ୍ ସି ପୋର୍ଟରେ ଋଷର ପ୍ରତିବନ୍ଧକ ଯୋଗୁଁ ଅନାହାରରେ ଲୋକଙ୍କ ମୃତ୍ୟୁ ହେବାସହ ସାରା ଦୁନିଆ ଖାଦ୍ୟ ସଙ୍କଟ ଭୋଗିବ । ୟୁକ୍ରେନ ସହ ଋଷର ଯୁଦ୍ଧ କାରଣରୁ ଗହମ, ମକା, ସୂର୍ଯ୍ୟମୂଖୀ ତେଲ ଓ ଅନ୍ୟାନ୍ୟ ଉତ୍ପାଦ ଗୁଡିକର ରପ୍ତାନୀରେ ବାଧା ସୃଷ୍ଟି ହୋଇଛି । ଯାହା ସାରା ବିଶ୍ୱ ବଜାରକୁ ପ୍ରଭାବିତ କରିଛି । ବ୍ଲାକ୍ ସିରେ ଯଦି ଋଷ ନିଜର ନାକାବନ୍ଦୀ ଏହିଭଳି ଭାବେ ରକେ ତେବେ ଲକ୍ଷ ଲକ୍ଷ ଲୋକ ଭୋକରେ ମରିପାରନ୍ତି ।https://thetopmost.in/%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%9a%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0%e0%ac%aa%e0%ad%83%e0%ac%b7%e0%ad%8d%e0%ac%9f-%e0%ac%a4%e0%ac%b3%e0%ac%b0-%e0%ac%a4%e0%ac%a5/
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ