The Topmost

“The eyes believe themselves, the ears believe other people.”

Eye Makeup

ଆଖି ମେକଅପ

ମୁହଁକୁ ସୁନ୍ଦର କରିବାରେ ଆଖିର ବଡ ଭୂମିକା ରହିଥାଏ। ତେଣୁ ଝିଅ ମାନେ ଆଖିର ଖୁବ୍ ଯତ୍ନ ନିଅନ୍ତି। ତେବେ ଆଖିକୁ ସୁନ୍ଦର କରିବା ପାଇଁ କେତେକ ଛୋଟଛୋଟ ଜିନିଷର ଧ୍ୟାନ ଦେବାକୁ ହୋଇଥାଏ। ଯାହାକୁ ଧ୍ୟାନରେ ରଖିଲେ ଆଖି ବେଶ୍ ସୁନ୍ଦର ଦେଖାଯିବ। ସର୍ବଦା ଆଖି ଅନୁସାରେ ମେକଅପ୍ କରନ୍ତୁ। କାରଣ ସମସ୍ତଙ୍କର ଆଖି ଭିନ୍ନ ହୋଇଥାଏ। ତେଣୁ ଯାହାର ଯେଉଁ ଆକାରର ଆଖି ସେହି ହିସାବରେ ମେକଅପ୍ କରନ୍ତୁ। କେତେକ ଲୋକଙ୍କର ଆଖିର ଉପର ପତା ଓ ଆଇବ୍ରୋ ମଧ୍ୟରେ ଥିବା ଖାଲି ସ୍ଥାନ କୁଂଚି କୁଂଚି ହୋଇଥାଏ। ଯାହା ଆଖିର ମେକଅପ ବିଗାଡି ଥାଏ। ତେଣୁ ଏ କ୍ଷେତ୍ରରେ ମେକଅପ୍ ପୂର୍ବରୁ ପ୍ରାଇମର ଲଗାଇବା ଦରକାର। ଯାହାପରେ ଆପଣ ମେକଅପ କରିପାରିବେ। ଏହାସହ ଆପଣ ଡାର୍କ ଲାଇନର ପେନ୍ସିଲ ବ୍ୟବହାର କରନ୍ତୁ। ସେହିଭଳି ଯେଉଁମାନଙ୍କର ଛୋଟ ଆଖି ସେମାନେ ଧଳା ଆଇଲାଇନର ବ୍ୟବହାର କରିବା ଆବଶ୍ୟକ ରହିଛି। ଏହାସହ ସର୍ବଦା ଆଖିରେ ରଙ୍ଗୀନ ଆଇସ୍ୟାଡୋ ବ୍ୟବହାର କରନ୍ତୁ।

Colorful rainbow make-up on woman eye studio shot

https://thetopmost.in/?p=1583

https://thetopmost.in/?p=1425

https://thetopmost.in/?p=1355

https://thetopmost.in/?p=1721