ବୁଲାବୁଲି କରିବାକୁ ସମସ୍ତେ ଭଲପାଆନ୍ତି । ଆଜିକାଲି କେତେକ ଲୋକ ଟ୍ରାଭେଲିଂକୁ ନିଜ ଫ୍ୟାଶନ ହବିରେ ପରିବର୍ତ୍ତନରେ କରିସାରିଲେଣି । ତେବେ ଟ୍ରାଭେଲିଂ ସମୟରେ ସବୁଠାରୁ ଜରୁରୀ ସାମଗ୍ରୀ ଫ୍ୟାଶନ ପୋଷାକ ହୋଇଥାଏ । ତେଣୁ ମାର୍କେଟରେ ମିଳୁଥିବା କେତେକ ଆଉଟଫିଟ୍କୁ ପିନ୍ଧି ଆପଣ କମ୍ପର୍ଟେବୁଲ ହେବା ସହ ଫ୍ୟାଶନେବଲ୍ ଷ୍ଟାଇଲିସ୍ ଦେଖାଯିବେ ।
ଲୁଜ୍ ଫିଟ୍ ଜିନ୍ସ: ସାଧାରଣତଃ ବୁଲାବୁଲି ଟ୍ରାଭେଲିଂ ପାଇଁ ଟ୍ରାକ୍ ପ୍ୟାଣ୍ଟ୍ ଏବଂ ଲୋଅର୍ ପରଫେକଫ ଫ୍ୟାଶନ୍ ହୋଇଥାଏ । କିନ୍ତୁ ଫ୍ୟାଶନ କଥା ଆସିଲେ, ଜିନ୍ସ ସବୁଠୁ ଭଲ ବିକଳ୍ପ । ତେଣୁ ଟ୍ରାଭେଲ ସମୟରେ ଟାଇଟ୍ ଜିନ୍ସ ପରିବର୍ତ୍ତେ ଟ୍ରେଣ୍ଡ୍ରେ ଥିବା ଲୁଜ୍ ଫିଟ୍ ଜିନ୍ସ, ମମ୍ ଜିନ୍ସ କିମ୍ବା ବଏଫ୍ରେଣ୍ଡ୍ ଫ୍ୟାଶନ୍ ଜିନ୍ସ ପିନ୍ଧିପାରିବେ ।

http://thetopmost.in/?p=660
ଜମ୍ପସୁଟ୍: ଆଜିକାଲି ଜମ୍ପସୁଟ୍ର ବେଶି ଫ୍ୟାଶନ୍ ଓ ଡିମାଣ୍ଡ ରହିଛି । ଏହାକୁ ଟ୍ରାଭେଲ୍ ସମୟରେ ପିନ୍ଧିପାରିବେ, କିନ୍ତୁ ଧ୍ୟାନ ରଖନ୍ତୁ ଦୂରଯାତ୍ରା ବେଳେ ଏହାକୁ ପିନ୍ଧନ୍ତୁ ନାହିଁ । ଜମ୍ପସୁଟ୍କୁ କୌଣସି ଲକ୍ଷ୍ୟସ୍ଥଳରେ ପହଞ୍ଚିଲା ପରେ ସେଠାରେ ପିନ୍ଧିପାରିବେ ।

http://thetopmost.in/?p=654
ଓଭରସାଇଜ୍ ଟି-ସାର୍ଟ: କମ୍ପର୍ଟ ପାଇଁ ଆପଣ ବଡ଼ ସାଇଜ୍ର ଟି-ସାର୍ଟ ଟ୍ରାଏ କରିପାରିବେ । ଏହା ବହୁତ ଆରାମଦାୟକ ଓ ଫ୍ୟାଶନରେ ଭରପୁର ହୋଇଥାଏ । ଲୁଜ୍ ଫିଟିଂ ଜିନ୍ସ ସହ ଏହି ଲୁକ୍ ବହୁତ ଷ୍ଟାଇଲିସ୍ ଓ ଫ୍ୟାଶନେବଲ୍ ଦେଖାଯିବ । ଏପ୍ରକାର ଟି-ସାର୍ଟ ପିନ୍ଧି ଆପଣ ପୁରାଦିନ ରହିପାରିବେ ।

More Stories
ହଜାରେ ସମସ୍ୟାର ଗୋଟିଏ ସମାଧାନ
ମୁହଁରେ ଦାଗ ଓ ଗାତ ହୋଇଛି କି
ଓଜନ ନିୟନ୍ତ୍ରଣ କରିବାରେ ସୁପର ଫୁଡ୍ ତେନ୍ତୁଳି