The Topmost

“The eyes believe themselves, the ears believe other people.”

hare care @the topmost

ଜଡ଼ା ତେଲ ଓ ସୌନ୍ଦର୍ଯ୍ୟ

hare care @the topmost
hare care @thetopmost-01

 ଲଗାତର ୬-୭ ସପ୍ତାହ ଜଡ଼ା ତେଲକୁ ଉଷୁମ କରି ମୁଣ୍ଡରେ ଲଗାଇଲେ ଚୁଟି ମୂଳ ମଜଭୂତ ଓ ସୁନ୍ଦର ରହେ ।
 ପ୍ରତିଦିନ ଗାଧୋଇବା ପୂର୍ବରୁ ମୁହଁରେ ଜଡ଼ା ତେଲ ମାଲିସ କରି ୩୦ ମିନିଟ୍‌ ପରେ ଗାଧେଇବାକୁ ଯାଅନ୍ତୁ । ଏହା ଦ୍ୱାରା ମୁହଁରେ ଦାଗ ଦୂର ହେବା ସହ ସୁନ୍ଦର ଦେଖାଯାଏ ।

hare care @the topmost
hare care @the topmost

 ଜଡ଼ା ତେଲ କଣ୍ଡିସନର ପରି କାମ କରିଥାଏ । ମୁଣ୍ଡ ସଫା କରିବାର ଅଧଘଣ୍ଟା ପୂର୍ବରୁ ଜଡ଼ା ତେଲ ଲଗାନ୍ତୁ ।
 ଅଧିକାଂଶର ନଖ ବଢ଼ିବା ମାତ୍ରେ ଫାଟିଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ନଖରେ ଉଷୁମ ଜଡ଼ା ତେଲ ମାସିଲ କରନ୍ତୁ ।
 ଷ୍ଟ୍ରେଚ୍‌ ମାର୍କସ ହୋଇଥିବା ସ୍ଥାନରେ ଗୋଟେ ମାସ ଲଗାତର ଜଡ଼ାତେଲ ଲଗାନ୍ତୁ, ଲାଭ ମିଳିବ ।
 ଜଡ଼ାତେଲ ମଶ୍ଚରାଇଜର ପରି ମଧ୍ୟ କାମ କରିଥାଏ ।
 ଓଠରେ ଜଡ଼ା ତେଲ ମାଲିସ କରିବା ଦ୍ୱାରା ଓଠ ଫଟା ଓ କଳାଦାଗ ଦାଗ ଦୂର ହୁଏ ।

hare care @the topmost
hare care @the topmost