The Topmost

“The eyes believe themselves, the ears believe other people.”

post holi care

ରଙ୍ଗରେ ବି ଚମକିବ ତ୍ବଚା

ହୋଲି ଖେଳିବା ପୂର୍ବରୁ ଏବଂ ପରେ କିଛି ଘରୋଇ ଟି« ଆପଣାନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ଏବଂ ତ୍ୱଚାକୁ କେମିକାଲଯୁକ୍ତ ରଙ୍ଗ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା ମିଳିବ । ସେହିପରି ହୋଲି ପରେ ରଙ୍ଗ ଛଡ଼େଇବା ପାଇଁ ପ୍ରାକୃତିକ ଉପାୟ ଆପଣାନ୍ତୁ ।

http://thetopmost.in/?p=484

post holi care
post holi care @the topmost

ରଙ୍ଗ ଖେଳିବା ପୂର୍ବରୁ କେଶରେ ତେଲ ଲଗାନ୍ତୁ ଏବଂ କେଶକୁ ସ୍କାର୍ଫ ଦ୍ୱାରା ଘୋଡେଇ ଦିଅନ୍ତୁ । ଏହାଦ୍ୱାରା ଶୁଖିଲା ରଙ୍ଗ କେଶର ମୂଳରେ ଜମା ହେବନାହିଁ । ତେଲ କେଶର ଏକ ସୁରକ୍ଷିତ ଆବରଣ ପରି କାମ ଦେବ ଓ କେଶର କ୍ଷତି କମ୍‌ ହେବ । ସେହିପରି ଦେହରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ । ଏହାଦ୍ୱାରା ସହଜରେ ରଙ୍ଗ ଲାଗିନଥାଏ । ଆଖିର ସୁରକ୍ଷା ପାଇଁ ଚଷମା ସର୍ବୋତ୍ତମ ।

http://thetopmost.in/?p=648

post holi care
post holi care @the topmost

ରଙ୍ଗ ଛଡ଼ାଇବା ପାଇଁ ସବୁଠୁ ଭଲ ବିକଳ୍ପ ହେଉଛି ଦହି । ୧ ଚାମଚ ଅଟାରେ ଦହି ମିଶ୍ରିତ ପେଷ୍ଟକୁ ମୁହଁରେ ଲଗାଇଲେ ରଙ୍ଗ ଛାଡ଼ିଥାଏ । ସେହିପରି କଞ୍ଚା କ୍ଷୀରକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାଇଲେ ତୁରନ୍ତ ରଙ୍ଗ ଛାଡ଼ିଯାଇଥାଏ । ଲେମ୍ବୁରସ ମଧ୍ୟ ବହୁତ ସହାୟତା କରିଥାଏ ।

http://thetopmost.in/?p=443

http://thetopmost.in/?p=471

http://thetopmost.in/?p=512
ପ କେଶ ଧୋଇବା ପାଇଁ କେମିକାଲ ସାମ୍ଫୁ ବଦଳରେ ହର୍ବାଲ ସାମ୍ଫୁ ବ୍ୟବହାର କରନ୍ତୁ । କେଶରେ ଲାଗିଥିବା ରଙ୍ଗକୁ ଧୀରେ ଧୀରେ ସଫା କରନ୍ତୁ । ସେହିପରି କଟନ୍‌ ପୋଷାକରୁ ରଙ୍ଗ ଛଡ଼େଇବା ପାଇଁ ଭିନେଗାର ବ୍ୟବହାର କରିପାରିବେ ।

post holi care
post holi care@thetopmost-01

http://thetopmost.in/?page_id=555

http://thetopmost.in/?page_id=598