The Topmost

“The eyes believe themselves, the ears believe other people.”

sweat shirt

Summer sweat shirt fashion is in trend .

ସମର୍‌ରେ ସେ୍ୱଟ୍‌ ସାର୍ଟ ଫ୍ୟାଶନ
ଗରମ ଦିନରେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ସେ୍ୱଟ୍‌ ସାର୍ଟ ଟ୍ରାଏ କରିପାରିବେ । ସାଧାରଣତଃ ସେ୍ୱଟ୍‌ ସାର୍ଟ ଶୀତଦିନେ ପିନ୍ଧିଥାନ୍ତି । କିନ୍ତୁ ଏବେ ଖରାଦିନେ ମଧ୍ୟ ଭିନ୍ନ ଭିନ୍ନ ଷ୍ଟାଇଲ୍‌ କରି ସେଲିବ୍ରେଟିମାନେ ଏହାକୁ ପିନ୍ଧୁଥିବା ସ୍ପଟ୍‌ କରାଯାଇଛି । ତେବେ ସେ୍ୱଟ୍‌ ସାର୍ଟରେ ପରଫେକଫ ଲୁକ୍‌ ପାଇବା ପାଇଁ ଆପଣାନ୍ତୁ କିଛି ଟି«୍‌ ।

-ଯେକୌଣସି ପାର୍ଟି କିମ୍ବା ଫଙ୍କ୍‌ସନ୍‌ରେ ଅତି ସହଜରେ ସେ୍ୱଟ୍‌ ସାର୍ଟକୁ ଷ୍ଟାଇଲ୍‌ କରିପାରିବେ । ଡ୍ରେସ୍‌ ପରି ମଧ୍ୟ ଏହାକୁ ପିନ୍ଧିପାରିବେ ।
-ଯଦି ଆପଣଙ୍କୁ ସେ୍ୱଟ୍‌ ସାର୍ଟ ପିନ୍ଧିବାକୁ ଭଲ ଲାଗେ, ତେବେ ଏହାକୁ ସ୍ନିକର୍ସ ଏବଂ ପ୍ଲେଟ୍‌ସ ସହ କ୍ୟାରି କରିପାରିବେ । ଯାହା ଆପଣଙ୍କୁ ଗ୍ଲାମରସ୍‌ ଲୁକ୍‌ ଦେବାରେ ସହାୟକ ହେବ ।
-ସେହିପରି ଆପଣଙ୍କ ଫେଭରାଇଟ୍‌ ହୁzି ସେ୍ୱଟ୍‌ ସାର୍ଟକୁ ୱାର୍କଆଉଟ୍‌ ଜିମ୍‌ ୱିୟରରେ ବଦଳାଇପାରିବେ । ଯଦି ଅଧିକ ଗରମ ଲାଗୁଛି ତାହେଲେ ସେ୍ୱଟ୍‌ସାର୍ଟକୁ ଖୋଲା ରଖିପାରିବେ । ଏହା ଆପଣଙ୍କୁ ଭିନ୍ନ ଲୁକ୍‌ ଦେବ ।
-ମର୍ଣ୍ଣିଂ ୱାର୍କ କିମ୍ବା ସାଙ୍ଗମାନଙ୍କ ସହ ବାହାରକୁ ଯାଉଥିଲେ କ୍ରପ୍‌ ହୁzି ସେ୍ୱଟ୍‌ସାର୍ଟ ପିନ୍ଧିପାରିବେ । ଆପଣ ଏହାକୁ ଅଧିକ ଷ୍ଟାଇଲିସ୍‌ କରିବା ପାଇଁ ଡେନିମ୍‌ ସର୍ଟ୍ସ୍‌ ଏବଂ ରିପଡ୍‌ ଜିନ୍ସ ସହ ପେୟାରଅପ୍‌ କରିପାରିବେ ।
-ଗରମ ଦିନ ପାଇଁ ସବୁଠୁ ବେଷ୍ଟ୍‌ ହେଉଛି କଟନ୍‌ ସେ୍ୱଟ୍‌ ସାର୍ଟ । ଯାହାକୁ ପିନ୍ଧିଲେ ଆପଣ କମ୍ପଟ୍‌ ଅନୁଭବ କରିବେ ।
-ସ୍ଲିଭ୍‌ଲେସ୍‌ ହୁzି ସେ୍ୱଟ୍‌ ଆଜିକାଲି ଫ୍ୟାସନର ଟ୍ରେଣ୍ଡ୍‌ରେ ରହିଛି । ଏହାକୁ ଲେଗିନ୍ସ, ସର୍ଟ୍ସ ଏବଂ ଟ୍ୟାଙ୍କ୍‌ ପ୍ୟାଣ୍ଟ୍‌ ସହ ପିନ୍ଧିପାରିବେ ।

sweat shirt
sweat shirt @thetopmost-01

https://thetopmost.in/?p=1476

https://thetopmost.in/?p=1434

https://thetopmost.in/?p=1416

https://thetopmost.in/?p=1402

https://thetopmost.in/?p=1482

SHARE BY