ମଙ୍ଗଳରେ ଏଲିଅନ !
ବିଭିନ୍ନ ସମୟରେ ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ ମହାକାଶକୁ ନେଇ ଅନେକ ଫଟୋ ପ୍ରସାରଣ କରାଯାଇଥାଏ । ଯାହା ସର୍ବଦା ଭିନ୍ନଭିନ୍ନ ତଥ୍ୟ ପ୍ରଦାନ କରିଥାଏ । ସେହିଭଳି ମଙ୍ଗଳଗ୍ରହର ଏକ ଫଟୋ ନାସା ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହି ଫଟୋଟିକୁ ନାସା ତରଫରୁ ହାଇ ରିଜୋଲେସନ୍ ଇମେଜିଂ ସାଇନ୍ସ ଏକ୍ସପେରିମେଣ୍ଟ ବ୍ୟବହାର କରି ଉଠା ଯାଇଛି । ତେବେ ଲୋକମାନେ ଏହି ଫଟୋଟିକୁ ଏଲିଅନ୍ର ପାଦଚିହ୍ନ ସହ ତୁଳନା କରିଛନ୍ତି । ନାସା ଏହି ଫଟୋର କ୍ୟାପସନ୍ରେ ଏହା ମଙ୍ଗଳର ୦’ଡିଗ୍ରୀ ଦେଶାନ୍ତର ଫଟୋ ବୋଲି ଉଲ୍ଲେଖ କରିଛି । ଏହାସହ ନାସା ପକ୍ଷରୁ ଅନେକ ସୂଚନା ପ୍ରଦାନ କରାଯାଇଛି ।

More Stories
ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା
ପିଲାଙ୍କ ଠାରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ
ଚନ୍ଦ୍ରପୃଷ୍ଠରେ ଉଠିଛି ଗଛ