The Topmost

“The eyes believe themselves, the ears believe other people.”

volodymyr-zelenskiy

ଜେଲେନ୍‌ସ୍କି ଚା’: ୟୁକ୍ରେନ୍‌ ଫାଇଟ ପରେ ଚର୍ଚ୍ଚାରେ ଜେଲେସ୍କି

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଚର୍ଚ୍ଚା ବର୍ତ୍ତମାନ ସବୁଠାରେ । ଋଷିଆ ବିରୋଧରେ ତାଙ୍କର ଦମ୍ଭୋକ୍ତିକୁ ଅନେକ ସ୍ଥାନରେ ପ୍ରଂଶସା କରାଯାଉଛି । ତେବେ ଏକ ନିଆରା ଘଟଣା ଭାରତରେ ଦେଖିବାକୁ ମିଳିଛି । ଆସାମରେ ଏକ ଚା’ ବ୍ରାଣ୍ଡ୍‌ ଜେଲେନ୍‌ସ୍କିଙ୍କ ନାମରେ ଲଞ୍ଚ କରାଯାଇଛି । https://twitter.com/ZelenskyyUa?ref_src=twsrc%5Etfw

https://twitter.com/roopak1966/status/1503767945582989322

ଜେଲେନ୍‌ସ୍କିଙ୍କ ସାହସକୁ ସଲାମ କରିବାକୁ ଏହି ଚା’ ବ୍ରାଣ୍ଡ ଲଞ୍ଚ ହୋଇଥିବା ଜଣାପଡିଛି । ଗୌହାଟି ଅରୋମିକା ଟି ବ୍ରାଣ୍ଡ ଅଧିନରେ ଏହାକୁ ଲଞ୍ଚ କରାଯାଇଛି । ଏହି ଜେଲେନ୍‌ସ୍କି ଟି ବେଶ୍‌ କଡା ବୋଲି ଏହାର ମାଲିକ ପ୍ରକାଶ କରିଛନ୍ତି । ଜେଲେନ୍‌ସ୍କିଙ୍କ ସ୍ୱଭାବ ଭଳି ଏହି ଚା’ର ସ୍ୱାଦ ମଧ୍ୟ ହଟକେ, ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାଣକାରୀ ସଂସ୍ଥା ପ୍ରକାଶ କରିଛନ୍ତି ।

http://thetopmost.in/?p=708

volodymyr-zelenskiy
volodymyr-zelenskiy @thetopmost-01

http://thetopmost.in/?p=700

http://thetopmost.in/?p=680