The Topmost

“The eyes believe themselves, the ears believe other people.”

How 3D-printed organs

କ୍ୟାନସର ପାଇଁ ଥ୍ରୀଡି ଟେକ୍ନୋଲୋଜିରେ କୃତ୍ରିମ ଅଙ୍ଗ

ବର୍ତ୍ତମାନର ସମୟରେ କ୍ୟାନସର ସମସ୍ତଙ୍କ ପାଇଁ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ଏହି କ୍ୟାନସର ରୋଗର ନିରାକରଣ ନିମନ୍ତେ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି । ସେହିକ୍ରମରେ ପ୍ରତି ସମୟରେ ଅନେକ ନୂଆନୂଆ ଆବିଷ୍କାର ଓ ଉଦ୍ଭାବନ ମଧ୍ୟ ଜାରି ରହିଛି କ୍ୟାନସର ପାଇଁ । ବର୍ତ୍ତମାନ ଅଷ୍ଟ୍ରେଲିଆର ବୈଜ୍ଞାନିକ ମାନେ ଏହି କ୍ୟାନସର ତାଲିକାରେ ଏକ ନୂଆ ଉଦ୍ଭାବନ ଯୋଡିଛନ୍ତି ।

3D printers could make organs
3D printers could make organs @thetopmost-01

http://thetopmost.in/?p=675

http://thetopmost.in/?page_id=555

http://thetopmost.in/?p=669

http://thetopmost.in/?p=648

ଅଷ୍ଟ୍ରେଲିଆର ଏକ ବାୟୋଟେକ୍‌ ଲାବ୍‌ ଏକ ଥ୍ରିଡି ପ୍ରିଣ୍ଟେଡ୍‌ ବଡି ପାର୍ଟ ପ୍ରସ୍ତୁତ କରିଛନ୍ତି, ଯାହା କ୍ୟାନସର ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ । ଏହି ପ୍ରକ୍ରିୟାରେ ଥ୍ରିଡି ପ୍ରିଣ୍ଟକୁ ବ୍ୟବହାର କରି ବିଭିନ୍ନ ଅଙ୍ଗକୁ କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଉଛି । ପ୍ରକ୍ରିୟା ପାଇଁ କମ୍ପାନୀ ପକ୍ଷରୁ ଡାକ୍ତର, ଇଞ୍ଜିନିୟର ଓ ଅନ୍ୟାନ ବୃତ୍ତିର ଲୋକଙ୍କୁ ଏକାଠି କରାଯାଇଥିଲା । ଏପରି କରିବା ଦ୍ୱାରା ଡାକ୍ତରଙ୍କୁ କ୍ୟାନସର ରୋଗୀଙ୍କ ଚିକିତ୍ସାରେ ସହାୟତା ମିଳିବ । ଏହା ଦ୍ୱାରା ଡାକ୍ତରମାନେ କ୍ୟାନସର ଚିକିତ୍ସାରେ ବ୍ୟବହୃତ ରେଡିଏସନ୍‌ର ପ୍ରଭାବ ଉପରେ ଅଧିକ ଗବେଷଣା କରିପାରିବେ ।

3D printers could make organs
3D printers could make organs @thetopmost-01

ଏହି କ୍ୟାନସର ନିରାକରଣ ଟେକ୍ନୋଲୋଜିର ସର୍ବାଧିକ ବ୍ୟବହାର ଚର୍ମ କ୍ୟାନସରରେ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଆଗକୁ ଏଥିରେ ଆହୁରି ପରିବର୍ତ୍ତନ ଅଣାଯିବ ବୋଲି ସେମାନେ ମତ ଦେଇଛନ୍ତି ।

3D printers could make organs
3D printers could make organs @thetopmost-01