tuna fish day

ବିଶ୍ୱ ଟୁନା ଦିବସ

ବିଶ୍ୱରେ ଟୁନା ମାଛ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ସହିତ ଏହାର ଗୁରୁତ୍ୱତା ଉପରେ ଲୋକଙ୍କୁ ବୁଝାଇବା ପାଇଁ ପାଳନ ହୋଇଥାଏ ବିଶ୍ୱ ଟୁନା ଦିବସ । ପ୍ରତିବର୍ଷ ମଇ ୨ରେ ବିଶ୍ୱ ଟୁନା ଦିବସ ପାଳନ ହୋଇଥାଏ । ଏହା ସହ ଏହି ଦିବସରେ ଟୁନାମାଛର ଚାହିଦା କାରଣର ଏହି ଜୀବଙ୍କର ସଂଖ୍ୟା ପ୍ରତି ବଢୁଥିବା ବିପଦ ସମ୍ବନ୍ଧରେ ଆଲୋଚନା କରାଯାଇଥାଏ । ଏହି ମାଛର ସ୍ୱାଦ ଓ ପୌଷ୍ଟିକତା ପାଇଁ ଏହାର ଚାହିଦା ବଢିବାରେ ଲାଗିଛି, ଯାହା ଏହାକୁ ବିଲୁପ୍ତ ପ୍ରାଣୀରେ ପରିଣତ କରିପାରେ । ତେଣୁ ବିଶ୍ୱ ଟୁନା ଦିବସରେ ଲୋକଙ୍କୁ ଏ ନେଇ ସଚେତନ କରାଯାଇଥାଏ । ୨୦୧୭ରୁ ଏହି ଦିବସ ପାଳନ କରାଯାଉଛି । ପ୍ରଥମେ ଏହାକୁ ୟୁଏନ୍‌ରେ ପାଳନ କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ ବର୍ଷକୁ ପ୍ରାୟ ୭ମିଲିଅନ ମେଟ୍ରିକ ଟନ୍‌ ଟୁନା ଅମଳ କରାଯାଇଥାଏ । ଏହି ଦିବସକୁ ବିଭିନ୍ନ ପ୍ରକାରର ଥିମ ନେଇ ପାଳନ କରାଯାଇଥାଏ । ଟୁନା ମାଛରେ ଓମେଗା ୩, ଭିଟାମିନ୍‌ ବି ୧୨, ପ୍ରୋଟିନ୍‌ଓ ମିନେରାଲସ୍‌ ଭରପୂର ମାତ୍ରାରେ ଥାଏ ।

tuna fish day @thetopmost-01

https://thetopmost.in/?p=912

https://thetopmost.in/?p=775

https://thetopmost.in/?p=764

https://thetopmost.in/?p=985

SHARE BY