The Topmost

“The eyes believe themselves, the ears believe other people.”

Online kitchen cabinet.

Online kitchen cabinet.

ଆଜି ବି ବଞ୍ଚିଛି ନିଷ୍ଠାପରତା
ବେଳେବେଳେ ପୁରୁଣା ସାମଗ୍ରୀରୁ ଅର୍ଥ ମିଳିଥାଏ, ଯାହା ବେଶ୍‌ ଖୁସି ଦେଇଥାଏ । ତେବେ ଜର୍ମାନୀର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ କିଣିଥିବା ଏକ ବ୍ୟବହୃତ ଜିନିଷରୁ କୋଟି କୋଟି ଟଙ୍କା ପାଇଛନ୍ତି । ବ୍ୟକ୍ତିଜଣଙ୍କ ଅନଲାଇନରେ ଏକ କିଚେନ୍‌ କ୍ୟାବିନେଟ କିଣିଥିଲେ ଯେଉଁଥିରେ ତାଙ୍କୁ ୧.୨କୋଟି ଟଙ୍କା ମିଳିଛି । ଜଣେ ବୃଦ୍ଧାଙ୍କ ନିକଟରୁ ଅନଲାଇନ୍‌ରେ ସେହି କ୍ୟାବିନେଟଟିକୁ ସେ କିଣିଥିଲେ । କ୍ୟାବିନେଟଟିକୁ ଘରକୁ ଆଣିବା ପରେ ଏଥିରେ ସେ ଏକ ଛୋଟିଆ ବାକ୍ସ ପାଇଥିଲେ । ଯେଉଁଥିରେ ଏହି ଅର୍ଥରାଶି ରହିଥିଲା । ସେଥିରେ ଦୁଇଟି ପାର୍ସଲରେ ଟଙ୍କାକୁ ଭାଗବାଣ୍ଟି ରଖାଯାଇଥିଲା । ତେବେ କ୍ୟାବିନେଟ କିଣିଥିବା ବ୍ୟକ୍ତିଜଣଙ୍କ ନିଜ ନିଷ୍ଟାପରତା କାରଣରୁ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଏହାପରେ ପୋଲିସ ସେହି ବୃଦ୍ଧାଙ୍କୁ ଖୋଜି ବାହାର କରିଥିଲେ । ତେବେ ଟଙ୍କା ଫେରାଇଥିବା ବ୍ୟକ୍ତିଙ୍କ ନିଷ୍ଠାପରତାର ଫଳ ସେ ପାଇଥିଲେ । ତାଙ୍କୁ ନିୟମ ଅନୁସାରେ ସେହି ଅର୍ଥର ୩ପ୍ରତିଶତ ମିଳିଥିଲା ।

https://thetopmost.in/?p=1738

https://thetopmost.in/?p=1687

https://thetopmost.in/?p=1588

https://thetopmost.in/?p=1758