The Topmost

“The eyes believe themselves, the ears believe other people.”

e

ଭୁଲ୍‌ ଭୁଲେୟା ସ୍କ୍ରିନିଂରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ ଓ କିଆରା

ଭୁଲ ଭୁଲାଇୟା ୨ର ସ୍କ୍ରିନିଂରେ ଦେଖିବାକୁ ମିଳିଲା ସିଦ୍ଧାର୍ଥ ମଲହୋତ୍ରାଙ୍କୁ । ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିଥିଲା । ସେହି ଠାରେ ସିଦ୍ଧାର୍ଥ ଏବଂ କିଆରା ପରସ୍ପରକୁ ଖୁସିରେ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି । ତେବେ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ କିନ୍ତୁ ନିକଟରେ ଉଭୟଙ୍କ ବ୍ରେକଅପ୍‌ ହେବାର ଖବର ଆସିଥିଲା । ତେବେ ପୁଣି ଦୁହେଁ ଏକାଠି ନଜର ଆସିବାରୁ ସେମାନଙ୍କ ଫ୍ୟାନ୍‌ ବହୁତ ଖୁସି ଅଛନ୍ତି । ତେବେ ଦୁହେଁ ପରସ୍ପର ସହିତ ବହୁତ ଖୁସି ଥିବା କଥା କହିଛନ୍ତି । ଏବଂ କିଆରାଙ୍କ ଫିଲ୍ମର ସଫଳତା ପାଇଁ ତାଙ୍କ ଉତ୍ସାହ ବଢାଇବାକୁ ସିଦ୍ଧାର୍ଥ ସେଠାକୁ ଯାଇଥିବା କଥା କୁହାଯାଉଛି । ତେବେ ଫିଲ୍ମଟି ରିଲିଜ୍‌ ହେବା ମାତ୍ରେ ବହୁ ଫିଲ୍ମ କ୍ରିଟିକ୍‌ ଏହାକୁ ବେଶ୍‌ ଭଲ ରେଟିଂ ମଧ୍ୟ ଦେଇଛନ୍ତି । ଆଗକୁ ଜଣା ପଡିବ ପ୍ରଥମ ଫିଲ୍ମ ଭୁଲ ଭୁଲେୟାର ସିକ୍ୟୁଏଲ ହିସାବରେ ଏହା ନିଜର ଅସ୍ତିତ୍ୱ ସ୍ୱୀକାର କରିପାରୁଛି ନାଁ ନାହିଁ ।

https://thetopmost.in/?p=340

https://thetopmost.in/?p=743

https://thetopmost.in/?p=712

https://thetopmost.in/?p=210