stylish girl in party

ପାର୍ଟିରେ ରୁହନ୍ତୁ ଗ୍ଲାମରସ୍

ସର୍ବଦା ଯୁବତୀମାନେ ସୁନ୍ଦର ଦେଖାଯିବାକୁ ଅନେକ କସରତ କରନ୍ତି। ଯେ କୌଣସି ବି ଉତ୍ସବ ହେଉ ସେମାନେ ନିଜର ପୋଷାକ ଉପରେ ଧ୍ୟାନ ଦିଅନ୍ତି। କେଉଁ ଡ୍ରେସ ପିନ୍ଧିବେ କେଉଁ ଭଳି ମେକଅପ୍ ନେବେ ସେ ନେଇ ଦ୍ୱନ୍ଦରେ ରୁହନ୍ତି। ତେବେ କୌଣସି ପାର୍ଟିରେ ନିଜକୁ ଗ୍ଲାମରସ୍ ଅନ୍ଦାଜରେ ଦେଖିବାକୁ ଚାହୁଁଥିଲେ ଆପଣାନ୍ତୁ ନିମ୍ନ ଟିପ୍ସ।
ସର୍ବଦା ପାର୍ଟି ପାଇଁ ନିଜ ସ୍କିନ୍ ଟୋନ୍ ହିସାବରେ ପୋଷାକ ବାଛନ୍ତୁ। ଏହାସହ ଏଭଳି ଡ୍ରେସ ବାଛନ୍ତୁ ଯାହା ନିଜର ବ୍ୟକ୍ତିତ୍ୱକୁ ସୁହାଇବ। ଯେଉଁ ପୋଷାକରେ ଅସହଜ ଅନୁଭୂତି କରିବେ ସେ ଭଳି ଡ୍ରେସ କଦାପି ପିନ୍ଧନ୍ତୁ ନାହିଁ। ଡ୍ରେସ କଲର ସର୍ବଦା ଡାର୍କ ରଖନ୍ତୁ। ଜୁଏଲାରୀ ସବୁବେଳେ ଡ୍ରେସ ସହ ମ୍ୟାଚ କରି ପିନ୍ଧନ୍ତୁ। ଯାହା ଏକ ଟ୍ରେଣ୍ଡି ଲୁକ୍ ଦେଇଥାଏ। ତେବେ ସିମ୍ପଲ ଡ୍ରେସ ପିନ୍ଧିବାକୁ ଚାହୁଁଥିଲେ ଜୁଏଲାରୀ ଷ୍ଟାଇଲିସ୍ ପିନ୍ଧନ୍ତୁ। ଜୁଏଲାରୀ ପରେ ଜୋତା ମଧ୍ୟ ଟ୍ରେଣ୍ଡ ହିସାବରେ ବାଛନ୍ତୁ। ଆପଣ ଯେଉଁଥିରେ କମ୍ଫଟେବୁଲ୍ ସେହି ଭଳି ଜୋତା ପିନ୍ଧନ୍ତୁ। ରାତିରେ ପାର୍ଟି ହେଉଥିଲେ ହେଭି ମେକଅପ୍ ନିଅନ୍ତୁ। ଏହା ଆପଣଙ୍କୁ ଗ୍ଲାମରସ୍ କରିବା ସହିତ ଫଟୋଜେନିକ ମଧ୍ୟ କରିବ।

stylish girl in party

https://thetopmost.in/?p=1776

https://thetopmost.in/?tag=farming-with-pvp-pipe

https://thetopmost.in/?p=1537

https://thetopmost.in/?p=1425

SHARE BY