ସୌର ଶକ୍ତିକୁ ସର୍ବଦା ବିଭିନ୍ନ ଉପାୟରେ ବ୍ୟବହାର କରିବାକୁ ବୈଜ୍ଞାନିକମାନେ ଚେଷ୍ଟା କରିଥାଆନ୍ତି । ସେହିଭଳି ଏକ ନୂତନ ଉପାୟର ଉଦ୍ଭାବନ କରିଛନ୍ତି ଫିଲିପିନୋ ବୈଜ୍ଞାନିକ । ସେମାନେ ଏକ ରେଜିନିଅସ୍ ପ୍ୟାନେଲ୍ର ଉଦ୍ଭାବନ କରିଛନ୍ତି, ଯାହା ରିସାଇକେଲ୍ ପରିବାରୁ ସୋଲାର ଏନର୍ଜି ବାହାର କରିପାରିବ । ଏହି ପ୍ୟାନେଲ ମେଘୁଆ, ବର୍ଷା କିମ୍ବା ସିଧାସଳଖ ସୂର୍ଯ୍ୟକିରଣ ନହେଲେ ମଧ୍ୟ କାମ କରିବ ।
ପରିବାରେ କେତେକ କେମିକାଲ ରହିଛି ଯାହା ସୂର୍ଯ୍ୟର ୟୁଭି ଲାଇଟ୍କୁ ଭିଜିବିଲ୍ ଲାଇଟ୍ରେ ପରିବର୍ତ୍ତନ କରିପାରିବ । http://thetopmost.in/?p=743 ଯାହାକୁ ବ୍ୟବହାର କରି ଫୋଟୋଭାଲାଟିକ୍ ସେଲ୍ରୁ ବିଦୁ୍ୟତ୍ ଶକ୍ତି ଉତ୍ପନ କରିହେବ । ଏହାକୁ ବିଭିନ୍ନ ପ୍ରଣାଳୀରେ ବ୍ୟବହାର କରିହେବ । http://thetopmost.in/?p=739ଏହାକୁ ନିର୍ମାଣ କରିଥିବା ୨୯ବର୍ଷୀୟ କାର୍ଭେ ହେରନ୍ ମ୍ୟାଗ୍ୟିଙ୍କୁ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ସେ ଏହି ପ୍ୟାନେଲ୍ଟିର ନାଁ ରଖିଛନ୍ତି ଅୟୁରେସ୍ ସୋଲାର ପ୍ୟାନେଲ୍ । http://thetopmost.in/?p=731ପ୍ୟାନେଲ୍କୁ ଆକଫିଭ୍ କରିବା ପାଇଁ ସିଧାସଳଖ ସୂର୍ଯ୍ୟ କିରଣର ଆବଶ୍ୟକ ମଧ୍ୟ ପଡିନଥାଏ ।
ପ୍ରଥମ ପର୍ଯ୍ୟାୟରେ ଏଥିରେ ଖାଦ୍ୟରୁ ମିଳୁଥିବା ଆବର୍ଜନାର ବ୍ୟବହାର ହେଉଛି । http://thetopmost.in/?p=721ଏହାସହ ଏହି ଉପକରଣଟି ବ୍ୟବହାର ଭଳି ରଖିବା ପାଇଁ ମଧ୍ୟ ସୁବିଧା । ପ୍ୟାନେଲ୍ଟି ବିଭିନ୍ନ ରଙ୍ଗ ଯଥା, ଲାଲ୍, କମଳା, ହଳଦିଆ, ନୀଳ, ସବୁଜ ରଙ୍ଗରେ ଆସୁଛି ।
1 thought on “ପରିବା ଚୋପାରୁ ସୋଲାର ପ୍ୟାନେଲ୍”