The Topmost

“The eyes believe themselves, the ears believe other people.”

Trinamool Leader's Murder In Birbhum

କୋଲକାତା ବୀରଭୂମି ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

କୋଲକାତା ବୀରଭୂମି ଜିଲ୍ଲାରେ କିଛି ମାସ ତଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣା । ଏହି ଘଟଣାରେ ମରିଥିବା ୭ ଜଣ ବ୍ୟକ୍ତି ନିଆଁରେ ଜଳିକି ମରିଯାଇଥିବା ଲୋକଙ୍କ ମୃତ୍ୟୁ ପଛର ପ୍ରକୃତ ସତ ବାହାରିଛି । ଏହି ଘଟଣାର ତଦନ୍ତ ଭାର ନେଇଥିଲା ସିବିଆଇ । ତେବେ ବର୍ତ୍ତମାନ ମୃତ୍ୟୁ ପଛର ପ୍ରକୃତ କାରଣ ଖୋଜି ବାହାର କରିଛି ପୋଲିସ । ଏହି ଘଟଣାରେ ତୃଣମୂଳ କଂଗ୍ରେସର ନେତା ଭୁଦୁ ସେଖଙ୍କ ମୃତ୍ୟୁ ନେଇ ମଧ୍ୟ ବିରୋଧୀ ଓ ଶାସକ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଥିଲା । ତେଣୁ ଏହାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ କୋର୍ଟ ଏହି ମାମଲାକୁ ରାଜ୍ୟ ପୋଲିସ ଠାରୁ ନେଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା । ଏଥିରେ ସମ୍ପୃକ୍ତ ଥିବା ମୋଟ ୪ ଜଣ କୋଲକାତା ଲୋକଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି ।

https://thetopmost.in/?p=1176

https://thetopmost.in/?p=1173

https://thetopmost.in/?p=1170

https://thetopmost.in/?p=1159

ଏଥିରେ ଗିରଫ ହୋଇଥିବା ୪ ଜଣ ବ୍ୟକ୍ତିଙ୍କର ଘଟଣାରେ ସିଧାସଳଖ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚର ଅଫିସର କହିଛନ୍ତି । ସେଥିରୁ ଦୁଇ ବ୍ୟକ୍ତିଙ୍କ ନାଁ ବାªା ଆଉ ସାବୁ ବୋଲି ଜଣାପଡିଛି । ଏମାନଙ୍କୁ ବର୍ତ୍ତମାନ ପଚରା ଉଚରା କରି ଆହୁରି ଅଧିକ ସତ ବାହାର କରିବେ ନେଇ କହିଛନ୍ତି କ୍ରାଇମବ୍ରାଞ୍ଚ ଅଫିସର ।