The Topmost

“The eyes believe themselves, the ears believe other people.”

a tamil man muthu make his dog statue

ଜୀବପ୍ରେମର ଅନନ୍ୟ ଉଦାହରଣ

ପୋଷା କୁକୁରଙ୍କ ସହ ବେଶି ସମୟ ବିତାଇବା ପରେ ସେମାନେ ଘରର ସଦସ୍ୟ ଭଳି ଲାଗନ୍ତି । ମାଲିକମାନେ ସେମାନଙ୍କୁ ନିଜ ପିଲା ଭଳି ପାଳିଥାଆନ୍ତି । ସେମାନଙ୍କ ଖୁସିରେ ଖୁସି ହେଉଥବା ବେଳେ ଦୁଃଖରେ ଦୁଃଖୀ ହୋଇଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ହେଲେ ତାମିଲନାଡୁର ମୁଥୁ । ଏହି ୮୨ ବର୍ଷୀୟ ବ୍ୟକ୍ତି ନିଜ ପୋଷା କୁକୁର ଟମ୍‌କୁ ଏକ ଅନନ୍ୟ ଉପାୟରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ନିଜର ପୋଷା କୁକୁରର ମୃତୁ୍ୟରେ ମ୍ରିୟମାଣ ହୋଇ କୁକୁରର ଏକ ଷ୍ଟାଚୁ୍ୟ ନିର୍ମାଣ କରିଛନ୍ତି । ମୁଥୁଙ୍କର ପରିବାରର ସୂଚନା ଅନୁସାରେ ମୁଥୁ ୮୦,୦୦୦ ଟଙ୍କା ଖର୍ଚ୍ଚ କରି ଏହି ମୂର୍ତ୍ତିର ନିର୍ମାଣ କରିଛନ୍ତି । ୨୦୧୦ରୁ କୁକୁରଟି ତାଙ୍କ ପାଖରେ ରହିଥିଲା । ସେ ତାକୁ ନିଜ ପିଲା ଭଳି ପାଳିଥିଲେ ବୋଲି ବ୍ୟକ୍ତି ଜଣଙ୍କ ମତ ଦେଇଛନ୍ତି ।

https://thetopmost.in/?p=1173

https://thetopmost.in/?p=1170

https://thetopmost.in/?p=1165

https://thetopmost.in/?p=1131

https://thetopmost.in/?p=1125

ତେବେ କୁକୁରଟିର ମୃତୁ୍ୟ ୨୦୨୧ରେ ହୋଇଥିଲା, ଯାହା ତାଙ୍କୁ ଖୁବ୍‌ ବ୍ୟଥିତ କରିଥିଲା । ସେ ନିଜର ପ୍ରିୟ କୁକୁରକୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ କିଛି ନିଆରା କରିବାକୁ ଚାହୁଁଥିଲେ, ତେଣୁ ଏହି ଷ୍ଟାଚୁ୍ୟର ନିର୍ମାଣ କରିଥିଲେ ।