model carrying stylish bag

ଆପଣଙ୍କ ଲୁକକୁ ପରଫେକଫ କରିବ ଟ୍ରେଣ୍ଡିଂ ବ୍ୟାଗ୍‌

ଷ୍ଟାଇଲିସ୍‌ ଆଉଟଫିଟ୍‌ ସହ ଫ୍ୟାସନ ଉପକରଣକୁ ମଧ୍ୟ ଅପଡେଟ୍‌ କରିବା ନିହାତି ଆବଶ୍ୟକ ହୋଇଥାଏ । ସେହିପରି ଟ୍ରେଣ୍ଡିଂ ଆଉଟଫିଟ୍‌ ସହ ପର୍ସ କିମ୍ବା ହ୍ୟାଣ୍ଡ୍‌ବ୍ୟାଗ୍‌ ମଧ୍ୟ ଅପଡେଟ୍‌ ହେଲେ ତାହା ଆପଣଙ୍କୁ ଅଧିକ ଷ୍ଟାଇଲିସ୍‌ କରିପାରିବ ।

ମୁନ୍‌ ସେପ୍‌ ବ୍ୟାଗ୍‌
ବାହାରକୁ ଯାଉଥିବା ବେଳେ ମେକଅପ୍‌ କିଟ୍‌ ଏବଂ ଜରୁରୀ କାର୍ଡ ରଖିବା ପାଇଁ ମୁନ୍‌ ସେପ୍‌ ବ୍ୟାଗ୍‌ ସବୁଠୁ ଭଲ ଅପସନ୍‌ ହୋଇଥାଏ । ଆପଣ ଏହି ମିନି ପର୍ସକୁ େୱଷ୍ଟର୍ନ ଏବଂ ଫୁ୍ୟଜନ ଉଭୟ ଲୁକ୍‌ ସହ କ୍ୟାରି କରିପାରିବେ ।

ରୁମୀ ଟୋଟେ ବ୍ୟାଗ୍‌
ସମର ସିଜିନରେ ଟୋଟେ ବ୍ୟାଗ୍‌କୁ ସମସ୍ତେ ପସନ୍ଦ କରିଥାନ୍ତି । ଏହାର ସବୁଠୁ ଖାସ୍‌ କଥା ହେଲା ଏହା ବାହାରୁ ଛୋଟ ଦେଖାଯାଉଥିଲେ ବି ଏଥିରେ ଅଧିକ ଜିନିଷ ରଖି ହୁଏ ।

କ୍ୟାଣ୍ଡି କଲର୍‌ ବ୍ୟାଗ୍‌
ଅଧିକ କଲରଫୁଲ୍‌ ଦେଖିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ କ୍ୟାଣ୍ଡି କଲର୍ସ ଟ୍ରାଏ କରିପାରିବେ । ଲାଇଟ୍‌ କଲର ଆଉଟଫିଟ୍‌ ସହ ଏପରି ବ୍ୟାଗ୍‌ ବହୁତ ଭଲ ଲାଗିଥାଏ ।

ପିଲୋ ବ୍ୟାଗ୍‌
ତକିଆ ଆକାରର ବ୍ୟାଗ୍‌ ଆଜିକାଲି ଯୁବତୀଙ୍କ ପାଇଁ ଟ୍ରେଣ୍ଡ୍‌ ପାଲଟିଛି । ଏହି ବ୍ୟାଗ୍‌ରେ ଅଧିକ ଜିନିଷ ରଖିହୁଏ ଏବଂ ଏହାକୁ ଆପଣ ନିଜ ହିସାବରେ ଆଡଜଷ୍ଟ୍‌ କରିପାରିବେ ।

model carrying stylish bag @thetopmost-01
model carrying stylish bag @thetopmost-01
Female model in shopping, carrying a shopping bags and a purse.

https://thetopmost.in/?p=1747

https://thetopmost.in/?p=1758

SHARE BY