The Topmost

“The eyes believe themselves, the ears believe other people.”

monkey fox disease

ସମଲିଙ୍ଗିଙ୍କ ପାଇଁ ବେଶି ଭୟାନକ ମଙ୍କିଫକ୍ସ

୧୫ଟି ଦେଶରେ ୧୦୦ରୁ ଅଧିକ ମଙ୍କିଫକ୍ସ ହେବାର ଖବର ପାଇବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବଡ ଦାବି କରିଛି । ଡବ୍ଲìଏଚଓ କହିଛି ଯେ ୟୁରୋପରେ ସମ୍ପ୍ରତି ବଡ ବଡ ସାମାଜିକ କାର୍ଯ୍ୟକ୍ରମରେ ଯୌନ ସମ୍ପର୍କ ମାଧ୍ୟମରେ ସମଲିଙ୍ଗୀ ପୁରୁଷଙ୍କ ନିକଟରେ ଏହି ରୋଗ ବ୍ୟାପିପାରେ ବୋଲି ସନ୍ଦେହ କରାଯାଉଛି । ରେଭ୍‌ ପାର୍ଟୀ ହେଉଛି ଏକ ଇଭେଣ୍ଟ ଯେଉଁଠାରେ ନୃତ୍ୟ, ଗୀତ, ଖାଦ୍ୟ ଏବଂ ପାନୀୟ, ଡ୍ରଗ୍ସ ଏବଂ ଯୌନ ସମ୍ପର୍କ ପାଇଁ କୌଣସି ନିୟମ ନଥାଏ ।

ଡ ଡେଭିଡ ହେମାନ ନ୍ୟୁଜ ଏଜେନ୍ସି ଏପିକୁ କହିଛନ୍ତି ଯେ ସମଲିଙ୍ଗୀ ପୁରୁଷଙ୍କ ମଧ୍ୟରେ ମଙ୍କି ଫକ୍ସ ସଂକ୍ରମଣର କାରଣ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦,୦୦୦ ଲୋକ ଅଂଶଗ୍ରହଣ କରିଥିଲେ । ତେଣୁ ଅଧିକାରୀମାନେ ମଙ୍କିଫକ୍ସ ହେବାର କାରଣ ଅନୁସନ୍ଧାନ କରୁଛନ୍ତି । ଯଦି ମଙ୍କିପକ୍ସର ଲକ୍ଷଣ ଅତିମାତ୍ରାରେ ଦେଖାଯାଏ ତେବେ ବେଲଜିୟମ-ୟୁକେରେ କ ୍ୱାରାଣ୍ଟିନ୍‌ ଆବଶ୍ୟକ । ସନ୍ଦିU ରୋଗୀମାନେ ସଂକ୍ରମଣ ପରେ ୪ ସପ୍ତାହ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାରେ ସକ୍ଷମ । ତେବେ ବିଶେଷ ଭାବରେ କେତେକ ସମଲିଙ୍ଗି ଯୌନ ସମ୍ପର୍କ ରଖୁଥିବା ବ୍ୟକ୍ତିମାନଙ୍କୁ ସକ୍ରମଣ ହେବାର ସମ୍ଭାବନା ବେଶି ଥାଏ ବୋଲି କହିଛନ୍ତି ବୈଜ୍ଞାନିକ ।

https://thetopmost.in/?p=1022

https://thetopmost.in/?p=1306

https://thetopmost.in/?p=1742