The Topmost

“The eyes believe themselves, the ears believe other people.”

world-health-day

ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ପ୍ରତିବର୍ଷ ଏପ୍ରିଲ୍‌ ୭ରେ ପାଳିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନର ଏକ ବଡ ଆହ୍ୱାନ । ଏହି ଦିବସକୁ ଡବ୍ଲଏଚ୍‌ଓ ସହିତ ଅନ୍ୟ କିଛି ସ୍ୱାସ୍ଥ୍ୟ ସଙ୍ଗଠନ ମିଶି ସାରା ବିଶ୍ୱରେ ପାଳନ କରନ୍ତି । ୧୯୪୮ରେ ଡବ୍ଲìଏଚଓର ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ଆସେମ୍ବଲି ଗଠନ ହୋଇଥିଲା, ଯେଉଁଥିରେ ୭ ଏପ୍ରିଲ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ ପାଇଁ ଠିକ୍‌ କରାଗଲା । ୧୯୫୦ରୁ ଏହାକୁ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ବିଭିନ୍ନ ପ୍ରକାରର ଥିମ ନେଇ ପାଳିତ ହେଉଥିବାବେଳେ ଚଳିତଥର ପାଇଁ ଏହାର ‘ଆୱାର୍‌ ପ୍ଲାନେଟ୍‌ ଆୱାର ହେଲ‘’ ଥିମ୍‌ ରହିଛି ।

http://thetopmost.in/?page_id=555

http://thetopmost.in/?p=1131

http://thetopmost.in/?p=1128

http://thetopmost.in/?p=1121

http://thetopmost.in/?p=1125

ଏହି ଦିନ ଡବ୍ଲì ଏଚ୍‌ ଓ ଅନ୍ୟ ସ୍ୱାସ୍ଥ୍ୟ ସଙ୍ଗଠନ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସଚେତନ କରାଇଥାଏ ।