The Topmost

“The eyes believe themselves, the ears believe other people.”

faded strawberry plant

faded strawberry plant

ବାସ୍ତୁରେ ସକରାତ୍ମକତା

  • ସର୍ବଦା ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଗଛ, ପୋଲ୍‌ କିମ୍ବା ପିଲାରକୁ ରଖନ୍ତୁ ନାହିଁ । ସେହିଭଳି ମରିଯାଇଥିବା ଗଛ ଘର ପାଖରେ ରଖନ୍ତୁନି ।
  • ଗାଧୁଆଘରର କବାଟ ଓ ସେଠାରେ ଲାଗିଥିବା ଟ୍ୟାପକୁ ସର୍ବଦା ବନ୍ଦ ରଖନ୍ତୁ
  • ସେହିଭଳି ଘରେ ଆକ୍ୱାରିୟମ୍‌ ରଖିବାକୁ ଚାହୁଁଥିଲେ ଏହାକୁ ଉତ୍ତରପୂର୍ବ ଦିଗରେ ରଖନ୍ତୁ  ।
  • ଶୋଇବା ସମୟରେ ବ୍ୟବହାର ହେଉନଥିବା ବୈଦୁ୍ୟତିକ ଉପକରଣକୁ ବନ୍ଦ ରଖନ୍ତୁ ।
  • ଘରର ପ୍ରବେଶ ଦ୍ୱାର ପାଖରେ ଅଳିଆ ରଖନ୍ତୁ ନାହିଁ  ।
  • ଘରେ କେବେ ବି ଭଙ୍ଗା ବାସନ ବ୍ୟବହାର କରନ୍ତୁ ନାହିଁ ।
  • ସୂର୍ଯ୍ୟକିରଣ ଓ ସତେଜ ପବନ ଘରେ ସକରାତ୍ମକତା ଭରିଥାଆନ୍ତି । ତେଣୁ ଘରେ କିଭଳି ସର୍ବଦା ସୂର୍ଯ୍ୟକିରଣ ଓ ପବନ ଯିବା ଆସିବା ହେବ ସେନେଇ ଧ୍ୟାନ ଦିଅନ୍ତୁ  । ଏଥିପାଇଁ ଘରର ଝରକା ସର୍ବଦା ଖୋଲା ରଖନ୍ତୁ ।
White plate lies broken on the floor.
Small fish tank aquarium with colourful snails and fish at home on wooden table. Fishbowl with freshwater animals in the room

irhttps://thetopmost.in/?p=1714

https://thetopmost.in/?p=1699

https://thetopmost.in/?tag=snow-owl

https://thetopmost.in/?p=1714

SHARE BY