World celebrating the world's earth day

World celebrating the world’s earth day.

ବିଶ୍ୱ ପୃଥିବୀ ଦିବସ
ପ୍ରତିବର୍ଷ ଅପ୍ରେଲ ମାସ ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ-ଡ଼େ ଭାବେ ପାଳନ କରାଯାଇଥାଏ । ୧୯୭୦ ମସିହାରେ ପ୍ରଥମଥର ପାଇଁ ପୃଥିବୀ ଦିବସ ପାଳନ କରାଯାଇଥିଲା । ପରିବେଶବିତ୍‌ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ୧୯୭୦ରେ ପ୍ରଥମେ ଏହି ଦିବସ ପାଳନ କରିବା ପାଇ ପ୍ରସ୍ତାବ ରଖିଥିଲେ । ଏହାକୁ ପ୍ରଥମେ ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ରେ ପାଳନ କରାଯାଇଥିଲା । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ୱର ଶତାଧିକ ଦେଶ ଏହି ଦିବସ ପାଳୁଛି । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ପରିବେଶ ନେଇ ସଚେତନତା କରାଯାଇଥାଏ । ଏହି ଦିବସକୁ ବିଭିନ୍ନ ଥିମ ଜରିଆରେ ପାଳନ କରାଯାଇଥାଏ ।

https://thetopmost.in/?p=1501

https://thetopmost.in/?p=1476

https://thetopmost.in/?p=1526

SHARE BY