The Topmost

“The eyes believe themselves, the ears believe other people.”

Ukraine government adopt a cat from war

Ukraine government adopt a cat from war ground

ଋଷ – ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଅନେକ ତଥ୍ୟ ସାମନାକୁ ଆସୁଛି । ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ବେଳେ ଲୋକମାନେ ନିଜ ଘର ଛାଡୁଛନ୍ତି । ଅନେକ ନିଜ ପରିବାର ଠାରୁ ଦୂରେଇ ଯାଉଛନ୍ତି । ସେହିଭଳି ୟୁକ୍ରେନ୍‌ ସରକାରଙ୍କର ଅନେକ ପଦକ୍ଷେପ ସମ୍ଭନ୍ଧରେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ବିଲେଇକୁ ୟୁକ୍ରେନ୍‌ ସରକାର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଋଷ ଆକ୍ରମଣରୁ ଗୋଟିଏ ବିଲେଇ ବର୍ତ୍ତିଯାଇଛି, ଯାହାକୁ ୟୁକ୍ରେନ୍‌ର ଇଣ୍ଟରନାଲ ଅଫାୟର୍ସ ବିଭାଗ ପୋଷ୍ୟ ଭାବେ ଗ୍ରହଣ କରିଛି । ଏହି ବିଲେଇଟି ବୋରୋଡିଙ୍କା ଆକ୍ରମଣରେ ବର୍ତ୍ତିଯାଇଥିଲା ।

https://thetopmost.in/?p=1278

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1265

ତେବେ ବର୍ତ୍ତମାନ ପୂରା ୟୁକ୍ରେନ୍‌ରୁ କରୁଣ ଚିତ୍ର ଆସୁଥିବା ବେଳେ ଏଠିକାର ସରକାରଙ୍କର ଏହି ପଦକ୍ଷେପ ସମସ୍ତଙ୍କୁ ମୁU କରିଛି । ସୋସିଆଲ ମିଡିଆରେ ସମସ୍ତେ ଏହାର ପ୍ରଂଶସା କରିଛନ୍ତି ।