ସ୍ପେସ ହୋଟେଲ
ବର୍ତ୍ତମାନ ବୈଜ୍ଞାନିକ ମାନେ ଅନେକ ଚମତ୍କାର କରୁଛନ୍ତି। ମହାକାଶରେ ଅନେକ ଜିନିଷ ହେଉଛି। ସେହିକ୍ରମରେ ବୈଜ୍ଞାନିକଙ୍କୁ ମିଳିଛି ଆଉ ଏକ ସଫଳତା ମହାକାଶରେ ନିର୍ମାଣ ହେବ ବିଳାସପୂର୍ଣ୍ଣ ହୋଟେଲ। ଏହି ହୋଟେଲ୍ରେ ସ୍ପାରୁ ନେଇ ସିନେମା ହଲ ସବୁ ଗୋଟିଏ ଛାତ ତଳେ ମିଳିବ। ଯୋଜନା ଅନୁସାରେ ଚାରି ବର୍ଷ ପରେ ୨୦୨୫ରେ ଏହି ହୋଟେଲ ନିର୍ମାଣ ଆରମ୍ଭ ହେବ । ଏହି ହୋଟେଲରେ ସବୁ ପ୍ରକାର ସୁବିଧା ରହିବ। ଏଥିରେ ସିନେମାହଲ୍, ସ୍ପା ସହିତ ୪୦୦ ଲୋକ ବସିବା ପାଇଁ ସୁବିଧା ରହିବ। ଏହା ଏକ କ୍ରୁଜ୍ ସିପ୍ ଭଳି ପ୍ରତିତ ହେବ ବୋଲି ଜଣାପଡିଛି। ଏଥିରେ ପର୍ଯ୍ୟଟକଙ୍କ ସହିତ ମହାକାଶରେ ଗବେଷଣାରତ ବୈଜ୍ଞାନିକଙ୍କୁ ରଖାଯିବ। ଏହି ହୋଟେଲକୁ ଅର୍ବିଟାଲ ଆସେମ୍ବିଲି କର୍ପୋରେସନ କମ୍ପାନୀ ନିର୍ମାଣ କରିବ।
“The eyes believe themselves, the ears believe other people.”
4 thoughts on “A space hotel now build by scientist!”