The Topmost

“The eyes believe themselves, the ears believe other people.”

A

A girl have a world record for her biggest chick .

ବିଶ୍ୱର ସବୁଠୁ ବଡ ଗାଲ ଥିବା ମହିଳା
ଅନେକ ଲୋକ ଅଛନ୍ତି ଯେଉଁମାନେ ଶରୀରରେ ଟାଟୁ କରିଥାନ୍ତି । ସମସ୍ତଙ୍କର ଶରୀରରେ ପରିବର୍ତ୍ତନ ଆଣିବାକୁ ସେମାନଙ୍କ ଅଧିକାର ଅଛି । ସେ ନିଜ ଶରୀର ସହିତ କଣ କରିବାକୁ ଚାହୁଁଛନ୍ତି ତାହା ସେମାନଙ୍କ ଇଚ୍ଛା । ତେବେ ଦୁନିଆରେ ଏପରି ଲୋକ ମଧ୍ୟ ଅଛନ୍ତି ଯିଏ ନିଜ ଗାଲ ପାଇଁ ଚର୍ଚ୍ଚାରେ । ସବୁଠୁ ବଡ ଗାଲ ଥିବା ଏକ ମଡେଲ । ସେ ଅନେକ ଅସ୍ତ୍ରୋପଚାର କରି ତାଙ୍କ ଗାଲକୁ ପମ୍ପ କରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ମଡେଲଙ୍କ ନାମ ହେଉଛି ଆନାସ୍ତାସିଆ ପୋକ୍ରେଶକ୍ । ଆଜିକାଲି ସେ ପୁଣି ଆଲୋଚନାରେ ।

A girl have a world record for her biggest chick
A girl have a world record for her biggest chick @thetopmost-01


ତେବେ ସେ ବିଶ୍ୱର ସବୁଠୁ ବଡ ଗାଲ ରଖିଥିବା ବେଳେ ପୁଣି ନିଜ ଗାଲକୁ ପମ୍ପ କରିବାକୁ ଚାହାନ୍ତି । ତା ପରେ ଏବେ ପୁଣି ସେ ଲାଇମଲାଇଟକୁ ଆସିଛନ୍ତି । ସେ ୟୁକ୍ରେନର କାଇଭର ଜଣେ ମଡେଲ୍‌ । ସେ ପ୍ରଥମେ ପୁରା ପତଳା ଗାଲ ଥିବା ଜଣେ ମହିଳା ଥିଲେ । ତାଙ୍କ କହିବା ଅନୁସାରେ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା । କିନ୍ତୁ ଦିନେ ସେ ଭାବିଲେ ଯେ ତାଙ୍କୁ ତାଙ୍କ ନିଜ ଲୁକ୍‌ ବଦଳାଇବାର ଅଛି । ଆଉ ସେବେ ପରଠାରୁ ହିଁ ସେ ନିଜ ଗାଲକୁ ପମ୍ପ କରିବାକୁ ଲାଗିଲେ । ତେବେ ତା ପରେ ସେ ପାଲଟି ଗଲେ ଦୁନିଆର ସବୁଠୁ ବଡ ଗାଲ ଥିବା ସହିଳା ।

A girl have a world record for her biggest chick
A girl have a world record for her biggest chick @thetopmost-01

ତେବେ ତାଙ୍କର ଏହି ଗାଲ ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ମଧ୍ୟ ପଡେ । ସେ ଏଥିପାଇଁ ଏକ ବଡ ଇଞ୍ଜେକସନ୍‌ ନିଜ ଗାଲରେ ନିଜେ ନେଇଥାନ୍ତି । ସେ ୨୬ ବର୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ସହ ସେ ନିଜର ସ୍ତନ୍ୟ ଓ ଫୋରହେଡର ମଧ୍ୟ ସର୍ଜରୀ କରାଇଛନ୍ତି । ଏ ସବୁ ପାଇଁ ସେ ବହୁ ସମାଲୋଚନାର ଶିକାର ମଧ୍ୟ ହୋଇଥାନ୍ତି । ପ୍ରଥମେ ପ୍ରଥମେ ଏ ସବୁ ତାଙ୍କୁ ବହୁ କଷc ଦେଉଥିଲା । କିନ୍ତୁ ବର୍ତ୍ତମାନ ସେ ଏହି ସବୁ ସମାଲୋଚନାକୁ ଆଉ ଭୃକ୍ଷେପ କରୁନଥିବା କହିଛନ୍ତି ।

https://thetopmost.in/?p=1588

https://thetopmost.in/?p=1557

https://thetopmost.in/?p=1501

https://thetopmost.in/?p=1629