The Topmost

“The eyes believe themselves, the ears believe other people.”

ଭାରତ ଆସୁଛନ୍ତି ପପ୍‌ ଷ୍ଟାର୍‌ ଜଷ୍ଟିନ୍‌ ବିବର

ଚଳିତ ବର୍ଷ ଅକେଫାବର ୧୮ରେ କାନାଡାର ପପ୍‌ ତାରକା ଜଷ୍ଟିନ ବିବର ଦିଲ୍ଲୀରେ ଅଭିନୟ କରିବେ । ବାସ୍ତବରେ ଜଷ୍ଟିନ ଏକ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । ଏହି ସଂପର୍କରେ ସେ ଭାରତରେ ଏକ ଶୋ ମଧ୍ୟ କରିବେ । ତେବେ ଫ୍ୟାନମାନେ ଅନଲାଇନରେ ସେମାନଙ୍କ ଶୋ ଟିକେଟ୍‌ କିଣିପାରିବେ । ତେବେ ଏହାପୂର୍ବରୁ, ଜଷ୍ଟିନ ୨୦୧୭ରେ ଭାରତରେ ନିଜର ପ୍ରଦର୍ଶନ ଦେଇଥିଲେ । ଏହି କନ୍ସର୍ଟରେ ତାଙ୍କ ଲିପସିଙ୍କ ନଥିଲା । ଏହା ନେଇ ଅଭିଯୋଗ ମଧ୍ୟ କରାଯାଇଥିଲା । ତେବେ ଚଳିତ ଥର ଭାରତ ବ୍ୟତୀତ ଜଷ୍ଟିନ, ଆହୁରି ମଧ୍ୟ ଅନେକ ଦେଶରେ ଶୋ କରିବେ । ସେ ୩୦ଟି ଦେଶରେ ୧୨୫ରୁ ଅଧିକ ସୋ କରିବେ । ୧୮ ଜୁନ୍‌ ଦିନ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେ ଏଥିରେ ପ୍ରାୟ ୩୦ ମିନିଟର ଏକ ପ୍ରଦର୍ଶନ ଦେବେ ।

https://thetopmost.in/?p=1531

https://thetopmost.in/?p=1661

https://thetopmost.in/?p=1786

SHARE BY