The Topmost

“The eyes believe themselves, the ears believe other people.”

A man build an animal house as his wife's memory

A man build an animal house as his wife’s memory

ନିଜ ପତ୍ନୀଙ୍କ ସ୍ମୃତିରେ ଇତାହାସରୁ ନେଇ ଆଜିଯାଏଁ ଅନେକ କଳାକୃତ୍ତିର ନିର୍ମାଣ ସରିଛି । ସମସ୍ତେ ସର୍ବଦା ନିଜର ପ୍ରେମକୁ ଅମର କରିବା ପାଇଁ ଚେଷ୍ଟା କରିଥାଆନ୍ତି । କିଏ ପତ୍ନୀଙ୍କର ମୂର୍ତ୍ତି ନିର୍ମାଣ କରେ ତ ଆଉ କିଏ କଳାକୃତ୍ତି । ତେବେ ନୋଭା ସ୍କୋଟିଆର ଜଣେ ବ୍ୟକ୍ତି ନିଜର ନିଆରା ନିର୍ମାଣ ପାଇଁ ଏବେ ଚର୍ଚ୍ଚାରେ । ସେ ନିଜର ପ୍ରେମକୁ ଅମର କରିବା ପାଇଁ ପଶୁଙ୍କ ପାଇଁ ନିର୍ମାଣ କରିଛନ୍ତି ୱାଟରଲ୍ୟାଣ୍ଡ ପାରାଡାଇସ୍‌ । ଏହି ବ୍ୟକ୍ତି ଜଣଙ୍କ ନିଜ ଘର ପଛପାଖରେ ହିଁ ଏହାର ନିର୍ମାଣ କରିଛନ୍ତି । ୧୯୭୪ରେ ସେ ନିଜର ପ୍ରେମିକାଙ୍କୁ ଭେଟିଥିଲେ । ତାଙ୍କ ପ୍ରେମିକା ଓ ସେ ସର୍ବଦା ଚାହୁଁଥିଲେ ପଶୁଙ୍କ ପାଇଁ କିଛି କରିବାକୁ । ତେବେ ୨୦୦୬ରେ ତାଙ୍କ ପ୍ରେମିକାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କର ମୃତୁ୍ୟ ପରେ ବ୍ୟକ୍ତିଜଣଙ୍କ ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ନିଜ ଘରର ପଛପାଖରେ ବିଭିନ୍ନ ପଶୁଙ୍କ ପାଇଁ ଏହି ୱାଟରଲାଣ୍ଡ ପ୍ରସ୍ତୁତ କରିଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

https://thetopmost.in/?p=1275

https://thetopmost.in/?p=1278

https://thetopmost.in/?p=1272

https://thetopmost.in/?p=1265

ଆଜିକାଲି ବ୍ୟସ୍ତବହୂଳ ଜୀବନରେ ଲୋକଙ୍କ ପାଖରେ ପଶୁପକ୍ଷୀଙ୍କ ପାଇଁ ସମୟ ନଥିବା ବେଳେ ବ୍ୟକ୍ତିଜଣଙ୍କର ପ୍ରୟାସକୁ ସମସ୍ତେ ପ୍ରଂଶସା କରିଛନ୍ତି ।