The Topmost

“The eyes believe themselves, the ears believe other people.”

bharti harsh

ମା’ ହେଲେ ଭାରତୀ

କମେଡିଆନ ଭାରତୀ ସିଂ ନିଜର ମଜାମଜା କଥା ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ତେବେ କିଛି ଦିନ ହେବ ସେ ନିଜର ପ୍ରେଗ୍‌ନେନ୍ସିକୁ ନେଇ ଚର୍ଚ୍ଚାରେ ରହୁଥିଲେ । ହେଲେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଭାରତୀ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି । ଏ ବିଷୟରେ ତାଙ୍କ ସ୍ୱାମୀ ହର୍ଷ ସୂଚନା ଦେଇଛନ୍ତି । ପୂର୍ବରୁ ଭାରତୀଙ୍କର ଏକ ଝିଅ ହୋଇଥିବା ନେଇ ଗୁଜବ ଉଠିଥିଲା, ଯାହାକୁ ନିଜେ ଭାରତୀ ଖଣ୍ଡନ କରିଥିଲେ । ଭାରତୀଙ୍କ ପୁଅ ହେବା ଖବର ଶୁଣିବାପରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଭାରତୀ ୮ମାସର ଗର୍ଭବତୀ ଥାଇ ମଧ୍ୟ ସୁଟିଂ କରୁଥିଲେ ଯାହାକୁ ନେଇ ସମସ୍ତେ ତାଙ୍କର ପ୍ରଂଶସା କରିଥିଲେ । ପୁରା ଇଣ୍ଡଷ୍ଟ୍ରୀ ତାଙ୍କର ଫ୍ୟାନ ସାଜିଥିଲା । ପ୍ରଂଶସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ତାଙ୍କର ପ୍ରଂଶସା କରିଥିଲେ । କାମ ପାଇଁ ଏଭଳି ଆନ୍ତରିକତା ଦେଖିବାକୁ ବିରଳ ।

bharti harsh
bharti harsh @thetopmost-01

http://thetopmost.in/?p=1077

http://thetopmost.in/?p=1074

bharti harsh
bharti harsh @thetopmost-01

http://thetopmost.in/?p=1066

http://thetopmost.in/?p=1048

https://twitter.com/ETimesTV/status/1511242105116536832

bharti harsh
bharti harsh @thetopmost-01

ଭାରତୀ ଓ ହର୍ଷଙ୍କୁ ଖତରା ଖତରା ଶୋ’ ହୋଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା ।