ଚଳିତ ବର୍ଷ ଅକେଫାବର ୧୮ରେ କାନାଡାର ପପ୍ ତାରକା ଜଷ୍ଟିନ ବିବର ଦିଲ୍ଲୀରେ ଅଭିନୟ କରିବେ । ବାସ୍ତବରେ ଜଷ୍ଟିନ ଏକ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । ଏହି ସଂପର୍କରେ ସେ ଭାରତରେ ଏକ ଶୋ ମଧ୍ୟ କରିବେ । ତେବେ ଫ୍ୟାନମାନେ ଅନଲାଇନରେ ସେମାନଙ୍କ ଶୋ ଟିକେଟ୍ କିଣିପାରିବେ । ତେବେ ଏହାପୂର୍ବରୁ, ଜଷ୍ଟିନ ୨୦୧୭ରେ ଭାରତରେ ନିଜର ପ୍ରଦର୍ଶନ ଦେଇଥିଲେ । ଏହି କନ୍ସର୍ଟରେ ତାଙ୍କ ଲିପସିଙ୍କ ନଥିଲା । ଏହା ନେଇ ଅଭିଯୋଗ ମଧ୍ୟ କରାଯାଇଥିଲା । ତେବେ ଚଳିତ ଥର ଭାରତ ବ୍ୟତୀତ ଜଷ୍ଟିନ, ଆହୁରି ମଧ୍ୟ ଅନେକ ଦେଶରେ ଶୋ କରିବେ । ସେ ୩୦ଟି ଦେଶରେ ୧୨୫ରୁ ଅଧିକ ସୋ କରିବେ । ୧୮ ଜୁନ୍ ଦିନ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେ ଏଥିରେ ପ୍ରାୟ ୩୦ ମିନିଟର ଏକ ପ୍ରଦର୍ଶନ ଦେବେ ।
More Stories
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ସୋଲାର୍ ଏନର୍ଜିକୁ ନେଇ ବଡ ଘୋଷଣା, ଯୋଡି ହେଲା ଟାଟା ପାୱାର
ଏଲଆଇସି ବିମାକାରୀଙ୍କ ବଢିଲା ଚିନ୍ତା, ସରକାର ବିକିବେ ଅଂଶଧନ