The Topmost

“The eyes believe themselves, the ears believe other people.”

aly jasmin

ଜାସ୍ମିନଙ୍କୁ ବିବାହ କରିବେ ଅଲି!

ବହୁ ସେଲିବ୍ରିଟି ଅଛନ୍ତି ଯିଏ ନିଜର କୋ ଆକଫରଙ୍କୁ ମନ ଦେଇ ବସନ୍ତି । କିନ୍ତୁ କେତେଜଣ ସେମାନଙ୍କ ଭିତରୁ ଘର ବସେଇବା କଥା ଆପଣ ଦେଖିଛନ୍ତି । ପ୍ରାୟ କିଛି ଦିନର ସମ୍ପର୍କ ପରେ ସେମାନଙ୍କ ମଧ୍ୟରେ ବିଭିନ୍ନ ବିବାଦ ହୁଏ ଓ ବିଚ୍ଛେଦ ବି ହୁଏ । ଏହା ବଲିଉଡରେ ଅତି ସାଧାରଣ କଥା । ତେବେ ଏପରି କିଛି ସୂଚନା ମିଳିଛି ଯାହାକୁ ଶୁଣିଲେ ଆପଣ ଖୁସି ହେଇଯିବେ । ଟେଲି ଜଗତର ପପୁଲାର୍‌ କ୍ୟୁଟ୍‌ ଯୋଡି ଅଲି ଗୋନି ଓ ଜାସ୍ମିନ୍‌ ଭସିନ୍‌ ବହୁ ବର୍ଷ ଧରି ରିଲେସନରେ ଥିଲେ । ତେବେ ବର୍ତ୍ତମାନ ନିଜ ରିଲେସନସିପକୁ ନେଇ ନିକଟରେ ଅଲି ଏକ ଭିଡିଓ ବନେଇଛନ୍ତି । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ସେ ଭିଡିଓରେ ଅଲି ଜାସ୍ମିନଙ୍କ ସହ ବିବାହ କରିବା କଥା ସୁନିଶ୍ଚିତ କରିଛନ୍ତି । କିନ୍ତୁ ଅପର ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତେବେ ଆଗକୁ ଦେଖିବାକୁ ବାକି ରହିଲା । ଯେ ଟେଲି ଦୁନିଆର ଏହି କ୍ୟୁଟ୍‌ କପଲ କଣ କରୁଛନ୍ତି ।

https://thetopmost.in/?p=1534

https://thetopmost.in/?p=1534

https://thetopmost.in/?p=1786