the best bussiness women

କ୍ୟାଟ୍ରିନା ବେଷ୍ଟ୍‌ ବିଜନେସ୍‌ ୱିମେନ୍‌

ବଲିଉଡ୍‌ର ଗ୍ଲାମରସ୍‌ ହିରୋଇନ କ୍ୟାଟ୍ରିନା କୈଫ୍‌ ସର୍ବଦା ଉଭୟ ତାଙ୍କର ରିୟଲ୍‌ ଏବଂ ରିଲ୍‌ ଲାଇଫ୍‌କୁ ନେଇ ଲାଇମଲାଇଟ୍‌ରେ ରହିଥାନ୍ତି । ଭିMି କୌଶଲଙ୍କୁ ବିବାହ କରିବା ନେଇ କ୍ୟାଟ୍ରିନା ପ୍ରତିଦିନ ଶିରୋନାମାରେ ରହୁଥିବା ବେଳେ ବର୍ତ୍ତମାନ ସେ ଏକ ବଡ଼ ଆୱାର୍ଡ ପାଇବାରେ ସଫଳ ହୋଇଛନ୍ତି । ଗତ କିଛି ବର୍ଷ ପୂର୍ବେ ଆରମ୍ଭ କରିଥିବା ତାଙ୍କର କସ୍ମେଟିକ୍‌ ବ୍ରାଣ୍ଡ୍‌ (କେ ବିୟୁଟି) ଜରିଆରେ ଉଦ୍ୟୋଗୀ ପାଲଟିଥିବା କ୍ୟାଟ୍ରିନାଙ୍କୁ ବିୟୁଟି ଏଣ୍ଟରପ୍ରିନ୍ୟୋର ଅଫ୍‌ ଦ ଇୟରରେ ସମ୍ମାନିତ ହୋଇଛନ୍ତି । ଆଜିକାଲି ଅନେକ ବଲିଉଡ୍‌ କଳାକାର ଅଭିନୟ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ବିଜନେସ୍‌ କରୁଛନ୍ତି । ଏହି ତାଲିକାରେ କ୍ୟାଟ୍ରିନା କୈଫ୍‌ ମଧ୍ୟ ସାମିଲ ଅଛନ୍ତି । ସେ ୨୦୧୯ରେ ନିଜର କସ୍ମେଟିକ୍‌ ବ୍ରାଣ୍ଡର ବିୟୁଟି (କେ ବିୟୁଟି) ଲଞ୍ଚ୍‌ କରିଥିଲେ । ଏହି ବ୍ରାଣ୍ଡ୍‌ ନା କେବଳ ସାଧାରଣ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି ବରଂ ଅନେକ ସେଲିବ୍ରେଟି ମଧ୍ୟ ପସନ୍ଦ କରୁଛନ୍ତି । ଏହାକୁ କେତେଜଣ ଷ୍ଟାର ପ୍ରମୋଟ୍‌ କରିସାରିଛନ୍ତି । ଏହି କସ୍ମେଟିକ୍‌ ବ୍ରାଣ୍ଡ୍‌ ପାଇଁ ଜି ବିଜନେସ୍‌ ଦ୍ୱାରା ଆୟୋଜିତ ବିଜନେସ୍‌ ଆଇକନ୍ସ ଅଫ୍‌ ଇଣ୍ଡିଆ ୨୦୨୨ ଆୱାର୍ଡ ଶୋରେ କ୍ୟାଟ୍ରିନାଙ୍କୁ ବିୟୁଟି ଏଣ୍ଟରପ୍ରିନ୍ୟୋର ଅଫ୍‌ ଦ ଇୟର ଭାବେ ପୁରସ୍କୃତ ହୋଇଛନ୍ତି ।

the best bussiness women
the best bussiness women @thetopmost-01

http://thetopmost.in/?p=1017

http://thetopmost.in/?p=1010

http://thetopmost.in/?p=1002

http://thetopmost.in/?p=976

the best bussines women
the best bussiness women @thetopmost-01

https://twitter.com/NiftyBulls10x/status/1452485880514367488

କହିବାକୁ ଗଲେ ଆକଫିଂରେ ବହୁ ପୁରସ୍କାର ଜିତିବା ପରେ ଅଭିନେତ୍ରୀ କ୍ୟାଟ୍ରିନା ଏବେ ବିଜନେସ୍‌ର ମଧ୍ୟ ସୁପରଷ୍ଟାର ହୋଇଛନ୍ତି । ୪୦ରୁ ଅଧିକ ଫିଲ୍ମରେ କାମ କରି କ୍ୟାଟ୍ରିନା ବର୍ତ୍ତମାନ ସମୟରେ ଇଣ୍ଡଷ୍ଟ୍ରୀର ଜଣେ ଟପ୍‌ ହିରୋଇନଙ୍କ ମଧ୍ୟରେ ଗଣାଯାଉଛନ୍ତି । ଇଣ୍ଡଷ୍ଟ୍ରୀରେ ଅଧିକ ପାରିଶ୍ରାମିକ ପାଉଥିବା ନାୟିକା ହେବା ସହ ପାଞ୍ଚ ଥର ୱାଲïର୍ ସେକ୍ସିଏସଫ ୱିମେନ୍‌ ମଧ୍ୟ ହୋଇସାରିଛନ୍ତି । ଆଉ ଏବେ ବେଷ୍ଟ୍‌ ବିଜନେସ୍‌ ୱିମେନ୍‌ର ଟାଇଟଲ ଜିତି ପ୍ରମାଣ କରିଛନ୍ତି ଯେ ସେ ସବୁକ୍ଷେତ୍ରରେ ଆଗୁଆ ।

SHARE BY