() ମହାନଦୀ ଜଳକୁ ନେଇ ଛତିଶଗଡ଼ ସରକାରଙ୍କ ଦାଦାଗିରି । କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାକୁ ନେଇଛନ୍ତି ନିଷ୍ପତି । ଗେଟ ଖୋଲିଲେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାଦ୍ବାରା ଓଡିଶାର ବିଭିନ୍ନ ସ୍ଥାନରେ ଜଳସ୍ତର ବୃଦ୍ଧିପାଇବା ସହ ଫସଲହାନୀ ହେବ । ଛତିଶଗଡ଼ ସରକାର ଉତ୍କଟ ଗ୍ରୀଷ୍ମ ବେଳେ ସମସ୍ତ ଗେଟ୍ ବନ୍ଦ କରିଦେଇଥିଲେ । ଯାହାଫଳରେ ଓଡ଼ିଶାର ଚାଷୀ ଫସଲ ନଷ୍ଟ ଓ ଜଳାଭାବ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ଆଗକୁ ବର୍ଷା ଋତୁ ଆସୁଥିବାରୁ ଗେଟ୍ ଖୋଲିବା ନିଷ୍ପତି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିପାରେ । ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ ।
https://thetopmost.in/odishas-famous-tribal-art-saree/
https://thetopmost.in/how-to-apply-sunscreen-lotion-to-your-face/
1 thought on “କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଲା ଛତିଶଗଡ”