The Topmost

“The eyes believe themselves, the ears believe other people.”

a doll expresses emotion

ଆଜିକାଲି ଦୁଃଖରେ ପାଟି ଖୋଲୁଛି କେ„ଇ

ଆଜିକାଲି ବଜାରରେ ଏଭଳି କେ„ଇ ମିଳୁଛି ଯାହା ଯନ୍ତ୍ର କାରଣରୁ ବିଭିନ୍ନ ପ୍ରକାରର ଭାବଭଙ୍ଗୀ ଦେଖାଉଛି । ହେଲେ ସ୍କଟ୍‌ଲାଣ୍ଡର ଜଣେ ବ୍ୟକ୍ତି ଏକ ଅଜବ ଦାବି କରିଛନ୍ତି । ତାଙ୍କ ପାଖରେ ଥିବା ଏକ କେ„ଇ କୌଣସି ଯନ୍ତ୍ର ବ୍ୟବହାର ନକରି ମଧ୍ୟ ନିଜ ପାଟି ଖୋଲୁଥିବା ସହ ମୁଜୁଛି ମଧ୍ୟ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ୪ ବର୍ଷ ତଳେ ୟୁଏସ୍‌ରୁ ବ୍ୟକ୍ତି ଜଣଙ୍କ ଏହି କେ„ଇଟିକୁ କିଣିଥିଲେ । ତେବେ କେ„ଇଟିର ଏହି ପାଟି ଖୋଲି ବା ଏବଂ ମୁଜିବା ପଛରେ କେ„ଇର ଭାବନା ଲୁଚି ରହୁଛି ବୋଲି ବ୍ୟକ୍ତି ଜଣଙ୍କ ସୂଚନା ଦେଇଛନ୍ତି । କେ„ଇଟି କୌଣସି କାରଣ ପାଇଁ ଦୁଃଖୀ ଥିଲେ ପାଟି ଖୋଲୁଥିବା ବେଳେ ଖୁସିହେଲେ ପାଟି ମୁଜିଦେଉଛି । http://thetopmost.in/?page_id=555

http://thetopmost.in/?p=905

http://thetopmost.in/?p=900

http://thetopmost.in/?p=887

କେ„ଇଟିକୁ ଆଣିବା ପରେ ଏହାକୁ ଏକ ଶୋ କେସ୍‌ରେ ରଖାଯାଇଥିଲା । ସେ ଏଥିରେ ପାଟି ଖୋଲାରଖିଥିଲା ହେଲେ ତାକୁ ଯେତେବେଳେ ସୋ କେଶ୍‌ରୁ ବାହାରକୁ ନିଆଗଲା, ସେହିସମୟରେ ସେ ପାଟି ବନ୍ଦ କରିଦେଇଥିଲେ ବୋଲି ବ୍ୟକ୍ତି ଜଣଙ୍କ ପ୍ରକାଶ କରିଛନ୍ତି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଘଟଣାର ସତ୍ୟତା ନେଇ କୌଣସି ତଥ୍ୟ ମିଳିନାହିଁ ।