The Topmost

“The eyes believe themselves, the ears believe other people.”

iit-kanpur-indigo

ଆଇଆଇଟି କାନପୁରକୁ ୧୦୦ କୋଟି ଦାନ କଲେ ଗାଙ୍ଗୱାଲ୍‌

କାନପୁର: ଅପ୍ରେଲ ୦୫: ଏପ୍ରିଲ ୪ରେ ଇଣ୍ଡିଗୋ ଏୟାରଲାଇନ୍ସର ସହ-ପ୍ରତିଷ୍ଠାତା ରାକେଶ ଗାଙ୍ଗୱାଲ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି କାନପୁରକୁ ୧୦୦ କୋଟି ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି କର୍ପସ ପୂର୍ବରୁ ନିର୍ମାଣଧିନ ସ୍କୁଲ ଅଫ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପାଇଁ ବ୍ୟବହାର କରାଯିବ । ତେବେ ଏତେ ପରିମାଣର ଦାନ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହା ସହିତ ଇଣ୍ଡିଗୋ ଏୟାରଲାଇନ୍ସର ସହ-ପ୍ରତିଷ୍ଠାତା ଆଲୁମନାସ୍ ଶ୍ରୀ ରାକେଶ ଗାଙ୍ଗୱାଲ୍ ଆଇଆଇଟି କାନପୁରରେ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସହାୟତା ଉପରେ ୧୦୦ କୋଟି ଟଙ୍କା ଯୋଗଦାନ ଦେଇ ସର୍ବ ବୃହତ ବ୍ୟକ୍ତିଗତ ଦାନ କରିଛନ୍ତି ବୋଲି ଘୋଷଣା କରିଛନ୍ତି ନିର୍ଦ୍ଦେଶକ ଅଭୟ କରାଣ୍ଡିକର।

http://thetopmost.in/?p=1089

http://thetopmost.in/?p=1083

http://thetopmost.in/?p=1074

http://thetopmost.in/?p=1042

ଗାଙ୍ଗୱାଲ ଆଗକୁ ବିଦ୍ୟାଳୟର ପରାମର୍ଶଦାତା ବୋର୍ଡରେ ମଧ୍ୟ ଯୋଗଦେବେ।