The Topmost

“The eyes believe themselves, the ears believe other people.”

Samantha-Allu-Arjun

ଅଲଟ୍ରା ମାୟାମି ଫେଷ୍ଟିଭାଲ: ବିଦେଶରେ ଟ୍ରେଣ୍ଡ ହେଉଛି ଦେଶୀ ଗୀତ ଓ ଅଣ୍ଟା ବା..ବା

ଅଲ୍ଲì ଅର୍ଜୁନ୍‌ ଷ୍ଟାରର ଫିଲ୍ମ ପୁଷ୍ପା ଦ ରାଇଜ୍‌ ସବୁଆଡେ ନିଜର ଦବଦବା ବଜାୟ ରଖିଛି । ଏହାର ଗୀତଠାରୁ ଆରମ୍ଭ କରି ଡାଇଲଗର କ୍ରେଜ୍‌ ସବୁଆଡେ ରହିଛି । ଦେଶଠୁ ଆରମ୍ଭ କରି ବିଶ୍ୱ ସବୁଆଡେ ଏହାର ଫ୍ୟାନ୍‌ ବେସ୍‌ ରହିଛି । ତେବେ ଏଥିରେ ଥିବା ଆଇଟମ ସଙ୍ଗରେ ସାମନ୍ଥା ରୁଥ୍‌ ପ୍ରଭା ଓ ଅଲ୍ଲì ଅର୍ଜୁନ୍‌ ନିଜର ଦମଦାର ଅଭିନୟ ଓ ଡାନ୍ସ ପାଇଁ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି । ତେବେ ନିକଟରେ ସାମନ୍ଥା ଏକ ପୋଷ୍ଟ କରିଛନ୍ତି ସେଥିରେ ସେ ଏକ ଭିଡିଓ ଶେଆର କରିଛନ୍ତି ଯେଉଁଥିରେ ଓ ଅଣ୍ଟା ବା ବା ଗୀତ ଅଲଟ୍ରା ମାୟାମି ଫେଷ୍ଟିଭାଲରେ ପ୍ଲେ କରାଯାଇଥିଲା । https://twitter.com/ThisIsDSP/status/1508723278273458177

http://thetopmost.in/?p=931

http://thetopmost.in/?p=928

http://thetopmost.in/?p=921

ତେବେ ଏହି ଗୀତଟି ଏତେ ବଡ ମଞ୍ଚରେ ପ୍ଲେ କରାଯିବାକୁ ନେଇ ଦୁହେଁ ଅଲ୍ଲì ଓ ସାମନ୍ଥା ବେଶ୍‌ ଖୁସିଥିବା ପ୍ରକାଶ କରିଛନ୍ତି ।