The Topmost

“The eyes believe themselves, the ears believe other people.”

dates

ଖଜୁରୀ ଖାଇବା ନିହାତି ଜରୁରୀ

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର । ଖଜୁରୀରେ ମିନେରାଲ, ଫାଇବର ଏବଂ ଭିଟାମିନରୁ ମିଳିଥାଏ ପୋଷଣ । ଗୋଟିଏ ଖଜୁରୀରେ ୬୯୬ ମିଲିଗ୍ରାମ ପୋଟାସିୟମ, ୫୪ ମିଲିଗ୍ରାମ ମ୍ୟାଗ୍ନେସିୟମ, ୬ ମିଲିଗ୍ରାମ ଭିଟାମିନ ବି ଥାଏ । ଏଥିରେ ଶର୍କରା ମାତ୍ରା ଅଧିକ ଥାଏ । ପ୍ରତିଦିନ ୩ଟି ଖଜୁରୀ ଖାଇଲେ ହାଡ଼ ମଜଭୂତ ହୋଇଥାଏ ଏବଂ କର୍କଟ ରୋଗରୁ ମୁକ୍ତି ମିଳିଥାଏ । ଏଥିରେ ରହିଥିବା ଶର୍କରା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଫାଇବର ଶରୀରକୁ ଫୁର୍ତ୍ତି ରଖିବାରେ ସାହାଯ୍ୟ କରେ । ଏଥିରେ ଥିବା ସଲୁବଲ ଫାଇବର୍ସ ପାଚନ ଚନ୍ତ୍ରକୁ ସୁଚାର ରୂପେ ପରିଚାଳିତ କରିବାରେ ବେଶ ସହାୟକ ହୋଇଥାଏ । ଫଳରେ ପାଚନ ସମସ୍ୟା ଦୂର ହୋଇଥାଏ । ମହିଳା ଏବଂ ଶିଶୁମାନେ ଯଦି ଏନିମିଆରେ ପୀଡ଼ିତ ଥାନ୍ତି, ତେବେ ଖଜୁରୀକୁ ପ୍ରତିଦିନ ଖାଇଲେ ଏହି ସମସ୍ୟାରୁ ଉପଶମ ମିଳିଥାଏ ।

th dates is good for health
th dates is good for health @thetopmost-01

https://thetopmost.in/?p=1779

https://thetopmost.in/?p=1738

https://thetopmost.in/?p=1677