ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗର ମିଳିତ ଚଢାଉ । ଏହି ଚଢ଼ାଉରେ ୬୦୦ ମହୁଲପୋଚ ଓ ୧୦୦ ଲିଟର ରନ୍ଧାମଦ ଜବତ କରିଥିବାବେଳେ ଚାରିଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ । ଗିରଫ ବ୍ୟକ୍ତିମାନେ ହେଉଛନ୍ତି ସମ୍ପିଆ ଗାଁର ହୄଷିକେଶ ବେହେରା, ଚତୁର୍ଭୁଜ ବେହେରା, ତେଜରାଜ ବେହେରା ଓ ଖଗେଶ୍ବର କାଲୋ । ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଅବକାରୀ ଥାନା ଏସଆଇ ଏଚ. ଜଗା ରାଓ । ଏହି ଚଢ଼ାଉରେ ମୁକେଶ ବିଶ୍ୱାଳ, ପ୍ରଶାନ୍ତ ବାଗ, ନବବତି ମଲ୍ଲିକ, ସୁବାଶିନୀ ଭୋଇ ଓ ରାକେଶ ସାହୁ ପ୍ରମୁଖ ସାମିଲ ଥିଲେ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି