ବର୍ବରତାର ସୀମା ପାର୍ କରିଛି ନିଷ୍ଠୁର ଋଷ । ୟୁକ୍ରେନ ପରେ ପୋଲାଣ୍ଡ ଉପରେ କ୍ଷେପଣାସ୍ତ୍ର ମାଡ କରିଛି ଋଷ । ଏହାଫଳରେ ଯାଇଛି 2 ନିରୀହଙ୍କ ଜୀବନ । ତେବେ କିଏ ମିଶାଇଲ ମାଡ଼ କରିଛି ସ୍ପଷ୍ଟ ହୋଇ ନଥିବା ବେଳେ ରୁଷ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଏହି ମିଶାଇଲ ମାଡ଼କୁ ନେଇ ପୋଲାଣ୍ଡର ପାୱାର ସେଣ୍ଟର ତଥା ରାଜଧାନୀ ୱାରସରେ କମ୍ପନ ସୃଷ୍ଟି ହୋଇଛି । ଏନେଇ ୱାରସ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ରୁଷ ଦୂତାବାସକୁ ନୋଟିସ କରିଛି । ଏଥିସହ ନିଜର ସାମରିକ ବାହିନୀକୁ ସତର୍କ କରିଛି ପୋଲାଣ୍ଡ । ସେହିପରି ପୋଲାଣ୍ଡ ତାର ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡାକିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ