ଗତ କିଛି ଦିନ ହେଲା ଲାଗି ରହିଥିବା ହେତୁବାଦୀ-ପରମ୍ପରାବାଦୀ ବିବାଦ ଆହୁରି ଉଗ୍ର ରୂପ ଧାରଣ କରିଛି । ହେତୁବାଦୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରୁଛନ୍ତି ସେବାୟତ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଆମିଷ ଭୋଜନ କରି ଜଗନ୍ନାଥ ସଂସ୍କୃତିକୁ ଖୋଲାଖୋଲି ଚାଲେଞ୍ଜ ଦେଇଥିବାରୁ ସେମାନଙ୍କୁ ଶ୍ରୀକ୍ଷେତ୍ର ଭିତରକୁ ପୁରାଇ ଦେବେନି କହି ଚେତାବନୀ ଦେଇଛନ୍ତି ପୁରୀ ସେବାୟତ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା