ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗ ନାୟକଙ୍କ ଚିଠି । ହେତୁବାଦ ନାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ହିନ୍ଦୁ ଧର୍ମୀୟ ଭାବନା ତଥା ଆସ୍ଥାକୁ ବିରୋଧ କରାଯାଇଥିବା ଅଭିଯୋଗ । ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ଗତ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣରେ କିଛି ବ୍ୟକ୍ତି ଶହ ଶହ ବର୍ଷର ପ୍ରଥା ତଥା ପରମ୍ପରାକୁ ବିରୋଧ କରି ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ କରିଛନ୍ତି । ସେମାନେ ଭଗବାନଙ୍କ ଚରିତ୍ର ସଂହାର କରିବା ସହ ଅନ୍ୟାନ୍ୟ କାମ କରିଛନ୍ତି । ଏଣୁ ସେମାନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍