ହାଇକୋର୍ଟ ଗଲେ ବଲିଉଡ ସିଙ୍ଗର ସୌରିନ ଭଟ୍ଟ । ଗିରଫଦାରୀ ଏଡାଇବାକୁ ସୌରିନ ଭଟ୍ଟ ଉଚ୍ଚନ୍ୟାୟଳୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ନାଁରେ କଟକ ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ରହିଛି । ଜଣେ ଯୁବତୀଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଛି । ନୋଟିସ ସତ୍ୱେ ଏଯାଏଁ ସୌରିନ ଥାନାରେ ହାଜର ହୋଇ ନାହାନ୍ତି । ପୋଲିସ ତାଙ୍କୁ ଜେରା କରିବା ପାଇଁ ପଶ୍ଚିମବଙ୍ଗ ଯାଇଥିଲା, ସେଠାରେ ସୌରିନ ନଥିବାବେଳେ ପରିବାର ଲୋକଙ୍କୁ ପଚରାଉଚରା କରି ଫେରି ଆସିଛି ପୋଲିସ ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ