ପାକିସ୍ତାନ କ୍ରିକେଟ ଟିମ୍ କ୍ୟାପଟେନ୍ ବାବର ଆଜମଙ୍କ ଅଡୁଆ ବଢିଛି । ପ୍ରଥମେ ଘରୋଇ ମୈଦାନରେ ସିରିଜ୍ ହାରିବା ପରେ, ତାଙ୍କ ଅଧିନାୟକ ପଦ ବିପଦରେ ରହିଛି । କୁହାଯାଉଛି ପିସିବିର ନୂଆ ଅଧ୍ୟକ୍ଷ ନଜମ ସେଠୀ ତାଙ୍କୁ ଖୁବଶୀଘ୍ର ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ପଦରୁ ବାହାର କରିପାରନ୍ତି । ଏପରି ସ୍ଥିତିରେ ବାବର ଆଜମଙ୍କୁ ନେଇ ଆସିଛି ଆଉ ଏକ ବିବାଦୀୟ ଖବର । ସୋସିଆଲ୍ ମିଡିଆରେ ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହି ଭିଡିଓ ହେଉଛି ବାବର ଆଜମଙ୍କର । ତେବେ ବାବର ଆଜମଙ୍କୁ ହନିଟ୍ରାପ କରାଯାଇଥିବା ଦାବି କରାଯାଉଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ