ସ୍ମାର୍ଟଫୋନ୍ ମାର୍କେଟରେ ଟାଟାର ଏଣ୍ଟ୍ରି । ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ ଟାଟା । ଏନେଇ ଆପଲ ସହ ଟାଟା ଗ୍ରୁପର ଚୁକ୍ତି ସ୍ବାକ୍ଷର ହୋଇଛି । ଖୁବଶୀଘ୍ର ବଜାରରେ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ ଉପଲବ୍ଧ ହେବ । ଟାଟା ଗ୍ରୁପ୍ ଆଇଫୋନ୍ ନିର୍ମାଣ କଲେ ଭାରତୀୟ ବଜାରରେ ଏହାର ମୂଲ୍ୟ କମ୍ ହେବା ସମ୍ଭାବନା ରହିଛି । ଚଳିତବର୍ଷ ଆପଲ ଆଇଫୋନର ୧୫ ତମ ସିରିଜ ଲଞ୍ଚ କରିବାକୁ ଯାଉଛି । ଆଇଫୋନ୍ ୧୫ ଓ ୧୫ ପ୍ଲସର ୫ ପ୍ରତିଶତ ଫୋନ୍ ଟାଟା ନିର୍ମାଣ କରିବ ବୋଲି ଜଣାପଡ଼ିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ