The Topmost

“The eyes believe themselves, the ears believe other people.”

ସେନାରୁ ବିଦାହେବ ଜିପସି କ୍ରମାନୁସାରେ ହଟିବ ୩୫ ହଜାର ବାହନ

() ସେନାର ପ୍ରିୟ ବାହନ ଜିପସି ସେବା ଏବେ ଇତିହାସରେ ବିଲୀନ ହେବାକୁ ଯାଉଛି । ସେନାର ଜୀବନ ବୋଲି କୁହାଯାଉଥିବା ଏହି ବାହନ କ୍ରମାନୁସାରେ ହଟିବାକୁ ଯାଉଥିବା ବେଳେ ଏହାଠାରୁ ଅଧିକ ଦକ୍ଷ ଓ ହାଲୁକା ବାହନ ପ୍ରଚଳନ ପାଇଁ ଏବେ ବିଚାର କରାଯାଉଛି । ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ୩୫ ହଜାରରୁ ଅଧିକ ଜିପସି ସେବାରତ । ଏହା ବଦଳରେ ସେନା ଏବେ ଅଧିକ ଦକ୍ଷ ହାଲୁକା ଫୋର ବାଇ ଫୋର ବାହନର ସନ୍ଧାନ ଆରମ୍ଭ କରିଦେଇଛି । ଏଥିରେ ସେନାରୁ ସେବାମୁକ୍ତ ହେବାକୁ ଯାଉଥିବା ଜିପସି ଗୁଡିକ ଖୋଲା ବଜାରରେ ବିକ୍ରି କରିଦିଆଯିବ । ମାରୁତି ଜିପସୀ ୧୯୮୪ ମସିହାରୁ ସେନାର ପ୍ରଥମ ପସନ୍ଦ ରହି ଆସିଛି ।https://thetopmost.in/%e0%ac%95%e0%ac%aa%e0%ad%9c%e0%ac%be-%e0%ac%ac%e0%ac%bf-%e0%ac%b6%e0%ad%81%e0%ac%a3%e0%ac%bf%e0%ac%aa%e0%ac%be%e0%ac%b0%e0%ad%87-%e0%ac%ae%e0%ac%a3%e0%ac%bf%e0%ac%b7%e0%ac%99%e0%ad%8d%e0%ac%95/

https://thetopmost.in/the-vast-majority-of-ocean-plastic-collected-by-an-ngo/

SHARE BY