ajit doval with yang yi

ସୁଧୁରିବ କି ଭାରତ ଓ ଚୀନର ସମ୍ପର୍କ: ସମୀକ୍ଷା କରିବେ ଡୋଭାଲ୍‌

ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ୨୦୨୦ ପୂର୍ବକୁ ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଏକ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ପୂର୍ବ ଲଦାଖରେ ଏକପାଖିଆ ଆକ୍ରୋଶ ଦ୍ୱାରା ଭାଙ୍ଗିଯାଇଥିବା ସମ୍ପର୍କକୁ ପୁନର୍ଜୀବିତ କରିବା ପାଇଁ ଭାରତୀୟ ମନ୍ତ୍ରୀ ୱାଙ୍ଗଙ୍କଠାରୁ ନୂତନ ପ୍ରସ୍ତାବ ଶୁଣିବେ । ତେବେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ଋଷ-ୟୁକ୍ରେନ୍‌ ବିବାଦରେ ଭାରତ ବହୁତ ଧର୍ଯ୍ୟର ସହ ଏହି ବିବାଦର ସାମ୍ନା କରିଛି । ବିନା କାରଣରେ ବିଶ୍ୱର ଏତେ ବଡ ଶକ୍ତି ଚୀନ ସହ ଲଢିବାଠୁ ଦୂରେଇ ରହିଛି ଭାରତ । https://twitter.com/ANI/status/1507257291942203393

http://thetopmost.in/?p=827

http://thetopmost.in/?p=822

http://thetopmost.in/?p=814

http://thetopmost.in/?p=809

ତେବେ ଏପରି ଏକ ବିକଟ ସମସ୍ୟାକୁ ବହୁତ ଭଲ ଭାବରେ ମୋଦି ସାମ୍ନା କରିଥିବା ଚର୍ଚ୍ଚା ହୋଇଛି । ତେବେ ଚୀନର ଇତିହାସ ଓ ରଣନୀତି ସହ ଭଲ ଭାବରେ ଜଣାଶୁଣା ଭାରତର ଏସ୍‌ ଜୟଶଙ୍କର ଓ ଅଜିତ ଡୋଭାଲ୍‌ । ତେଣୁ ଚୀନ୍‌ ସହିତ ସମ୍ପର୍କକୁ ଭଲ କରିବା ପାଇଁ ଚଳିତ ଥର ଚେଷ୍ଟା କରାଯିବ ବୋଲି ଚର୍ଚ୍ଚା କରାଯାଉଛି ।

SHARE BY