The Topmost

“The eyes believe themselves, the ears believe other people.”

shahrukh-khan

ସୁଟିଂ ବେଳେ ଆହତ ହେଲେ ଶାହାରୁଖ୍

ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତା ଶାହାରୁଖ ଖାନ । ସୁଟିଂ ବେଳେ ଆହତ ହେଲେ ଶାହାରୁଖ । ନାକରେ ଲାଗିଛି ଗଭୀର ଆଘାତ । ଅପକମିଂ ଫିଲ୍ମ ପାଇଁ ବିଦେଶରେ ଅଛନ୍ତି । ଆମେରିକାର ଲସ୍‌ ଆଞ୍ଜେଲ୍ସରେ ସୁଟିଂ ଚାଲିଥିବା ବେଳେ ଘଟିଛି ଏଭଳି ଅଘଟଣ । ନାକରୁ ପ୍ରବଳ ରକ୍ତ ବାହାରୁଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଶାହାରୁଖ ।ଷ୍ଟଣ୍ଟ ସିନ୍ ସୁଟିଂ ବେଳେ ଆହତ ହୋଇଛନ୍ତି କିଙ୍ଗ୍ ଖାନ । ନାକରେ ଛୋଟ ସର୍ଜରୀ ପରେ ଶାହାରୁଖ ସୁସ୍ଥ ଥିବା ସୂଚନା ।