lion come at airport from ukraine

ସିହଂ ପାଇଁ ୨ହଜାର କିମି ଯାତ୍ରା

ଏହା ଭିତରେ ଋସ୍‌ ୟୁକ୍ରେନ୍‌ ଯୁଦ୍ଧକୁ ମାସେ ବିତିଲାଣି, ହେଲେ ଯୁଦ୍ଧ ଦୁର୍ଦ୍ଦଶାରେ କୌଣସି ସୁଧାର ଦେଖିବାକୁ ମିଳୁନି । ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଲୋକଲୋଚନକୁ ଆସୁଛି । http://thetopmost.in/?p=878 କେଉଁଠି ଅନେକ ଲୋକ ଘର ଛାଡିଲେଣି ତ ଅନ୍ୟ କେଉଁଠି ଜୀବଜନ୍ତୁଙ୍କ ପାଇଁ ଲୋକ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଅନେକ ଘଟଣା ଏଭଳି ସାମନାକୁ ଆସୁଛି, ଯେଉଁଥିରେ ଲୋକ ମାନେ ପୋଷାଜୀବଙ୍କ କାରଣରୁ ଘର ଛାଡ଼ିବାକୁ ମନା କରୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ସିହଂ ଓ ବିଲୁଆର ଉଦ୍ଧାର ଘଟଣା ଚର୍ଚ୍ଚା ପାଲଟିଛି । http://thetopmost.in/?page_id=555 ସେମାନଙ୍କୁ ବଞ୍ଚାଇଥିବା ଟିମ୍‌ ଲକ୍ସ୍‌ ଓ ତାଙ୍କ ଦୁଇ ସାଙ୍ଗ ବର୍ତ୍ତମାନ ଭାଇରାଲ ହେଉଛନ୍ତି । http://thetopmost.in/?p=844 ୪୫ ବର୍ଷୀୟ ଲକ୍ସଜଣେ ବ୍ରିଟିଶ ନାଗରିକ ଏବଂ ତାଙ୍କର ଆଗରୁ ଯୁଦ୍ଧ ଅନୁଭୂତି ମଧ୍ୟ ରହିଛି । http://thetopmost.in/?p=830 ତେବେ ୟୁକ୍ରେନ୍‌ର ଏହି ଦୁଇଟି ପଶୁଙ୍କୁ ବଞ୍ଚାଇବାକୁ ସେ ପ୍ରାୟ ୨ହଜାର କିମିର ଯାତ୍ରା କରିଛନ୍ତି । ଏହି ରେସ୍‌କୁ୍ୟ ଅପରେସନ୍‌ରେ ପ୍ରାୟ ଚାରି ଦିନ ଲାଗି ସେମାନେ ଦୁଇଟି ଯାକ ପଶୁଙ୍କୁ ଯୁଦ୍ଧକ୍ଷେତ୍ରରୁ ବାହାର କରିଛନ୍ତି । ଘଟଣା ସମ୍ଭନ୍ଧରେ ପୂରା ଟିମ୍‌ ଫେସ୍‌ବୁକ୍‌ରେ ସୂଚନା ଦେବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଦୁଇ ଜୀବଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଏକ ଚିଡିଆଘରେ ଛଡାଯାଇଛି । ଏହି କାର୍ଯ୍ୟ କରିବା ପାଇଁ ସେମାନେ ପ୍ରାୟ ୨ହଜାରର କିମିର ଯାତ୍ରା କରିଛନ୍ତି ।

lion come at airport from ukraine
lion come at airport from ukraine @thetopmost-01
SHARE BY