ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିବିଆଇ ରେଡ୍ ନେଇ ତେଜୁଛି ରାଜନୀତି । ଏହାରି ଭିତରେ ଘଟଣାକୁ ନେଇ ନିଜର ପ୍ରତିକିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ ଆମେ ସିବିଆଇକୁ ସ୍ୱାଗତ କରୁଛୁ । ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ । ଏହାସହ କେଜ୍ରିୱାଲ ଟ୍ୱିଟ କରିଛନ୍ତି ଯେ, ଦିଲ୍ଲୀରେ ସ୍କୁଲ ଗୁଡ଼ିକୁ ସିଶୋଦିଆ ବ୍ୟାପକ ଉନ୍ନତି କରିଛନ୍ତି । ଦିଲ୍ଲୀ ଶିକ୍ଷା ବ୍ୟବସ୍ଥା ବିଦେଶରେ ମଧ୍ୟ ପ୍ରଶଂସିତ ହୋଇଛି । ଆମେରିକା ଖବର କାଗଜ ନ୍ୟୁୟର୍କ ଟାଇମସ୍ରେ ଦିଲ୍ଲୀ ମଡେଲ ସ୍କୁଲ ପ୍ରଶଂସା କରାଯିବା ସହ ପ୍ରଥମ ପୃଷ୍ଠାରେ ସିଶୋଦିଆଙ୍କ ଫଟୋ ପ୍ରକାଶ ପାଇଛି । ପୂର୍ବରୁ ଅନେକଥର ରେଡ୍ ହୋଇଛି । କିନ୍ତୁ କିଛି ମିଳିନି । ପୁଣି ଥରେ ମଧ୍ୟ କିଛି ପାଇବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ